Latest Odisha News
Browsing Tag

Earthquake

ଭୂମିକମ୍ପରେ ଥରିଲା ଜାପାନ

ଟୋକିଓ: ଜାପାନରେ ଭୂକମ୍ପ ଝଟକା ଅନୁଭୂତ । ଆଜି ସକାଳେ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା । ପ୍ରାୟ ୯ଟା ୨୯ରେ ଏହି କମ୍ପନ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।…

୩.୨ ତୀବ୍ରତାର ଭୂମିକମ୍ପରେ ଥରିଲା ରାୟଗଡ଼ା

ରାୟଗଡ଼ା: ରାୟଗଡ଼ାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋର୍ ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଭୂ-ପୃଷ୍ଠରୁ ୧୦ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।…

ବିହାର ସମେତ ଆସାମ ଓ ପଶ୍ଚିମବଙ୍ଗରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ପାଟନା : ବିହାରରେ ଭୂକମ୍ପର ଝଟକା ଅନୁଭୂତ । ପାଟନା, କିଷନଗଞ୍ଜ, ସପୌଲ ଏବଂ କଟିହାରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରହିଛି । ତେବେ ଏହି ଭୂମିକମ୍ପରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ବିହାର ସହ ଆସାମ, ପଶ୍ଚିମବଙ୍ଗର…

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ; ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ

ଟୋକିଓ: ଶନିବାର ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ଯାହା ରାଜଧାନୀ ଟୋକିଓରେ ଥିବା ବଡ଼ ବଡ଼ ଅଟ୍ଟାଳିକାକୁ ଥରାଇ ଦେଇଛି। ଏ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। USGS କହିଛି ଯେ…

ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ, ଜାଣନ୍ତୁ ତୀବ୍ରତା କେତେ

ମୁମ୍ବାଇ: ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାଜ୍ୟର ହିଙ୍ଗୋଳି ଅଞ୍ଚଳରେ ଭୂକମ୍ପର କେନ୍ଦ୍ର ରହିଥିବା ବେଳେ ରିକ୍ଟର୍ ସ୍କେଲରେ ତୀବ୍ରତା ୩.୨ ରହିଥିବା ରେକର୍ଡ଼ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ନ୍ୟାସନାଲ୍ ସେଣ୍ଟର ଅଫ୍ ସିସମୋଲୋଜି। ବିଭାଗର ସୂଚନାନୁଯାୟୀ, ବିଳମ୍ବିତ…

ଦିଲ୍ଲୀରେ ଭୁମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଗୁରୁବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୮ ମପା ଯାଇଥିଲା । ଏନେଇ ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇଛି।…

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ । ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି, ମୋହନା ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି । ରାତି ପ୍ରାୟ ୯ଟା ୪୫ ମିନିଟରେ ଅଳ୍ପ ସମୟ ପାଇଁ ଝଟକା ଅନୁଭବ କରିଥିଲେ ଲୋକ । ରିକ୍ଟକ ସ୍କେଲର ଭୂକମ୍ପର ତୀବ୍ରତା…

ଆଫଗାନିସ୍ତାନରେ ଭୂକମ୍ପ; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪

ଆଫଗାନିସ୍ତାନ: ଆଜି ସକାଳେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ ଟାରେ ଏଠାରେ ଭୂକମ୍ପ କମ୍ପନ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହିନ୍ଦୁ କୁଶ ଅଞ୍ଚଳ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏ ବିଷୟରେ ସୂଚନା…

ବିଳମ୍ବିତ ରାତିରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାଜଧାନୀ ଦିଲ୍ଲୀରେ ଭୂକମ୍ପ। ରାତି ପାଖାପାଖି ୧୧.୪୬ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୪.୨ ଥିବା ରିକ୍ଟର୍‌ସ୍କେଲ୍‌ରୁ ଜଣାପଡ଼ିଛି। ହରିୟାଣା ଅନ୍ତର୍ଗତ ଗୁରୁଗ୍ରାମର ଦକ୍ଷିଣପଶ୍ଚିମ ଦିଗର ୪୮ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପ କେନ୍ଦ୍ରସ୍ଥଳର…

ଗୁଜୁରାଟରେ ସାମାନ୍ୟ ଭୂକମ୍ପ ଅନୁଭୂତ; କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଗୁଜୁରାଟର ଗିର୍ ସୋମନାଥ ଜିଲ୍ଲାରେ ୧.୭ ରୁ ୩.୩ ତୀବ୍ରତା ମଧ୍ୟରେ ୧୯ ଟି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇନଥିବା ସୂଚନା ମିଳିଛି। ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍…