Latest Odisha News

BREAKING NEWS

Browsing Tag

Earthquake

ସକାଳୁ ଭୂକମ୍ପର ଝଟକା

ଦିଲ୍ଲୀ: ସକାଳୁ ଭୂକମ୍ପର ଝଟକା । ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମିଆଁମାର ଓ ଭାରତ ସୀମାରେ ଆଜି ସକାଳୁ ଅନୁଭୂବ ହୋଇଥିଲା ଭୂକମ୍ପ ଝଟକା । ଏହି ଭୂକମ୍ପ ଝଟକା ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି । ଏଠାରେ ଭୂକମ୍ପର ରିକ୍ଟର…

ରାଜସ୍ଥାନର ବିକାନେର୍‌ଠାରେ ୪.୮ ତୀବ୍ରତାର ଭୂକମ୍ପ

ଜୟପୁର: ରାଜସ୍ଥାନର ବିକାନେରରେ ଭୂମିକମ୍ପ । ଆଜି ସକାଳ ୭.୪୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ତୀବ୍ରତା ଥିଲା ୪.୮ । ଏନେଇ ନ୍ୟାସନାଲ୍ ସେଣ୍ଟର୍‌ ଫର୍‌ ସେସମୋଲୋଜି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବେକାନେରଠାରୁ ୪୧୩ କିଲୋମିଟର…

ଦିଲ୍ଲୀରେ ଭୁମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରବିବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। https://twitter.com/ANI/status/1406506068092473344?s=19 ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୧ ମପା…

ଗୁଜରାଟର ଗିର୍ ସୋମନାଥରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ଗୁଜରାଟ: ଗୁଜରାଟରେ ସୋମବାର ସକାଳେ ଗିର୍ ସୋମନାଥ ଜିଲ୍ଲାରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ଧନ ଜୀବନ ନଷ୍ଟ ହୋଇନଥିବା ସୂଚନା ମିଳିଛି। ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍…

ନାଗାଲାଣ୍ଡରେ ୪.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ନାଗାଲାଣ୍ଡ: ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଶନିବାର ସକାଳେ ରିଚ୍ଟର ସ୍କେଲରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ନାଗାଲାଣ୍ଡରେ ଅନୁଭୂତ ହୋଇଛି। ମୋକୋକଚୁଙ୍ଗରୁ ୭୪ କିଲୋମିଟର ପୂର୍ବରେ ପ୍ରାୟ ୫ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର…

ଆସାମରେ ୨.୮ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ

ଗୁଆହାଟୀ: ଆସାମରେ ଶୁକ୍ରବାର ଦିନ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳୁ ସକାଳୁ ମୋରିଗାନ୍ ଅଞ୍ଚଳରେ ଏହି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୨.୮ । ସକାଳ ପ୍ରାୟ ୬ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ୍ ସେଣ୍ଟର ଫର୍…

ଭୂମିକମ୍ପରେ ଥରିଲା ଜାପାନ

ଟୋକିଓ: ଜାପାନରେ ଭୂକମ୍ପ ଝଟକା ଅନୁଭୂତ । ଆଜି ସକାଳେ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା । ପ୍ରାୟ ୯ଟା ୨୯ରେ ଏହି କମ୍ପନ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।…

୩.୨ ତୀବ୍ରତାର ଭୂମିକମ୍ପରେ ଥରିଲା ରାୟଗଡ଼ା

ରାୟଗଡ଼ା: ରାୟଗଡ଼ାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋର୍ ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଭୂ-ପୃଷ୍ଠରୁ ୧୦ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।…

ବିହାର ସମେତ ଆସାମ ଓ ପଶ୍ଚିମବଙ୍ଗରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ପାଟନା : ବିହାରରେ ଭୂକମ୍ପର ଝଟକା ଅନୁଭୂତ । ପାଟନା, କିଷନଗଞ୍ଜ, ସପୌଲ ଏବଂ କଟିହାରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରହିଛି । ତେବେ ଏହି ଭୂମିକମ୍ପରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ବିହାର ସହ ଆସାମ, ପଶ୍ଚିମବଙ୍ଗର…

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ; ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ

ଟୋକିଓ: ଶନିବାର ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ଯାହା ରାଜଧାନୀ ଟୋକିଓରେ ଥିବା ବଡ଼ ବଡ଼ ଅଟ୍ଟାଳିକାକୁ ଥରାଇ ଦେଇଛି। ଏ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। USGS କହିଛି ଯେ…