Latest Odisha News
Browsing Tag

Eco Retreat

ଆଜିଠୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍

ଭୁବନେଶ୍ୱର: ଆଜିଠୁ ଇକୋ ରିଟ୍ରିଟ୍ ଆରମ୍ଭ ହେଉଛି । ପର୍ଯ୍ୟଟକମାନେ ନିଆରା ଅନୁଭୂତି ସାଉଁଟିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ ଉଦଘାଟନ କରିବେ । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡି ମୁହାଣ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଇକୋ ରିଟ୍ରିଟ୍…

ଇକୋ ରିଟ୍ରିଟ୍ ଗନ୍ତବ୍ୟ ସ୍ଥଳରେ ଯୋଡ଼ିହେଲା କେନ୍ଦ୍ରାପଡ଼ାର ପେଣ୍ଠ

କେନ୍ଦ୍ରାପଡ଼ା: ପର୍ଯ୍ୟଟନ ବିଭାଗ ଓଡ଼ିଶାର ଇକୋ ରିଟ୍ରିଟ୍ ମାନଚିତ୍ରରେ ଯୋଡ଼ିହେଲା ଆଉ ଏକ ଗନ୍ତବ୍ୟ ସ୍ଥଳ। କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠଠାରେ ଇକୋ ରିଟ୍ରିଟର ଉତ୍ସବ ଆୟୋଜନ କରିବାକୁ ନିଷ୍ପତି ନିିଆଯାଇଛି। ଭିତରକନିକା ପରେ ଜିଲ୍ଲାର ଏହା ଦ୍ୱିତୀୟ ସ୍ଥାନ ଯେଉଁଠାରେ ଇକୋ ରିଟ୍ରିଟ୍…

ଏବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ, ବୁଲାବୁଲି ସହ ତମ୍ବୁ ଭିତରେ ପଞ୍ଚ ତାରକା ହୋଟେଲ ମଜା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ୫ଟି ଜିଲ୍ଲାରେ ଆରମ୍ଭ ହେଉଛି ଇକୋ ରିଟ୍ରିଟ । କଟକ, କନ୍ଧମାଳ, କେନ୍ଦ୍ରାପଡ଼ା, ପୁରୀ ଓ ସମ୍ବଲପୁରରେ ହେବ ଇକୋ ରିଟ୍ରଟ କାର୍ୟ୍ୟକ୍ରମ । ମଙ୍ଗଳବାର ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ଏହି କାର୍ଯ୍ୟକ୍ରମ ସ୍ଥଗିତ ଥିଲା । ଇକୋ ରିଟ୍ରିଟକୁ ଭର୍ଟୁଆଲରେ ଉଦଘାଟନ…

ହୀରାକୁଦରେ ଇକୋ ରିଟ୍ରିଟ; ଜଳକ୍ରୀଡାରୁ ରୋପୱେ ରାଇଡିଂର ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର: ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ। ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି। ଉକ୍ତ ୫ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା। ପ୍ରାକୃତିକ…

ଓଡିଶାର କେଉଁ ସ୍ଥାନରେ ହେଉଛି ଇକୋ-ରିଟ୍ରିଟ୍‌; ଆକର୍ଷଣ ପାଲଟିପାରେ ହୀରାକୁଦ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରୁ ଫେବୃଆରୀ ୨୮ ତାରିଖ ଯାଏଁ ଓଡିଶାର ରାମଚଣ୍ଡି ବିଚ୍ ସମେତ ହୀରାକୁଦ, ଦାରିଙ୍ଗବାଡି, ନଳିତପଟିଆ (ଭିତରକନିକା), ବଡମୂଳ (ସାତକୋଶିଆ) ଆଦି ସ୍ଥାନରେ ଇକୋ-ରିଟ୍ରିଟ୍ ଆୟୋଜିତ କରାଯିବ । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ ରବିବାର ଦିନ…