Latest Odisha News

BREAKING NEWS

Browsing Tag

ED Raid

EDର ଚଢାଉ ନେଇ ମୁହଁ ଖୋଲିଲେ ଲାଲୁ ! କହିଲେ ଆମେ ଆପାତକାଳ ପରିସ୍ଥିତି ମଧ୍ୟ ଦେଖିଛୁ, ଳଢିଛୁ ବି ! ଭାଙ୍ଗିବୁ ନାହଁ

ପାଟନା - ଲ୍ୟାଣ୍ଡ ଫର୍ ଜବ ସ୍କାମ ମାମଲାରେ ଏବେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ, ଯାହାକୁ ଆରଜେଡି ଏବେ ଗୁରତ୍ବର ନେଇ କାଉଁଟର୍ ଅନ୍ଦାଜରେ ଆସିଥିବା ଦେଖିବାକୁ ମିଳିଛି । ଆଉ ତାଙ୍କର ଓ ତାଙ୍କ ପରିବାର ଉପରେ ଏହା ବିପକ୍ଷର ଉଦେଶ୍ୟମୂଳକ ଆକ୍ରମଣ କହି ଆଗକୁ ଆସିଛନ୍ତି…

ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ଘରେ ୧୪ ଘଣ୍ଟା ଧରି ଇଡିର ଚଢଉ: ଜବତ ହେଲା ଦେଢ କେଜି ସୁନା ଗହଣା ଓ ବିଦେଶୀ ମୁଦ୍ରା

ପାଟଣା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ । ଜବତ ହୋଇଛି ଆଖି ଖୋସି ହୋଇଗଲା ପରି ସମ୍ପତ୍ତି । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଇଡି ଲାଲୁ ଓ ତାଙ୍କ ପରିବାର, ସମ୍ପର୍କୀୟ ତଥା ଦଳୀୟ ନେତାଙ୍କ ସମେତ ଅନେକ ସ୍ଥାନରେ ଇଡି ପକ୍ଷରୁ ଘନଘନ…

‘ଅର୍ଚ୍ଚନା ଭଡ଼ା ନ ଦେଇ ବ୍ଲାକମେଲ କରୁଥିଲା’

ଭୁବନେଶ୍ୱର:  ଅର୍ଚ୍ଚନା ନାଗ ମାମଲାର ନୂଆ ଟ୍ୱିଷ୍ଟ । ଅର୍ଚ୍ଚନାଙ୍କୁ ନେଇ ନୂଆ ତଥ୍ୟ  ସାମ୍ନାକୁ ଅଣିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ଆଜି ଇଡି ଜେରା କରିବ ପୂର୍ବରୁ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପ୍ରମୋଦ କହିଛନ୍ତି,  ଅର୍ଚ୍ଚନା ନାଗ ତାଙ୍କ ଘରେ ଭଡ଼ାରେ ରହୁଥିଲେ ।  ସେ…

ପୁଣି ଡରାଇଲେ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟରେ ରେଡ୍ କରିବ କି ED, CBI ?

ପୁରୀ: ପୁଣି ଡରାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘାଣ୍ଟିବ କେନ୍ଦ୍ରୀୟ ସଂସ୍ଥା । ପରୋକ୍ଷରେ କହିଲେ ରାଜ୍ୟରେ ହେବ ଇଡି, ସିବିଆଇ ରେଡ୍ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଗୋଟି ଚାଳନା କରୁଛି ବିଜେପି । ବିଭିନ୍ନ ରାଜ୍ୟରେ କ୍ଷମତାକୁ…