Latest Odisha News

BREAKING NEWS

Browsing Tag

Elephant

ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀପଲ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିର ଦୁର୍ଗାଦେବୀ ଅଞ୍ଚଳ ଦେଇ ବୁଧବାର ଦିନ କିଛି ଝାଡଖଣ୍ଡୀ ହାତୀପଲ କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ତିନିକୋଶିଆ ବନ ଖଣ୍ଡରେ ପ୍ରବେଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲରେ ୩୬ଟି ବଡ ହାତୀ ରହିଥିବାବେଳେ ୫ଟି ଛୁଆ ହାତୀ ଥିବାନେଇ…

କେନ୍ଦୁଝର: ହାତୀ ଆକ୍ରମଣରେ ୨ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦୁଇଟି ଭିନ୍ନଭିନ୍ନ ଗ୍ରାମରେ ଶନିବାର ଦିନ ଏକ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜଗା ମଲ୍ଲିକ (୫୨) ଏବଂ ସେ ନୂଆରଗୋଡି ଗ୍ରାମର ବାସିନ୍ଦା ହୋଇଥିବାବେଳେ ଅନ୍ୟଜଣେ କାନପୁର ଗାମର ସଞ୍ଜୁଲତା ରାଉତ ବୋଲି ଜଣାପଡିଛି ।…

କଳାହାଣ୍ଡିରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଶ୍ରୀପାଳି ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ବନିତା ପୋଢ଼ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣକ ତାଙ୍କ ଛୋଟ…

କୋରାପୁଟ ଫରେଷ୍ଟ ରେଞ୍ଜରୁ ମାଈ ହାତୀର ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୟଲମୁଣ୍ଡା ଜଙ୍ଗଲରୁ ବୁଧବାର ରାତିରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ସ୍ଥାନୀୟ ବାସିନ୍ଦାମାନେ ଏକ ହାତୀର ମୃତଦେହ ଠାବ କରିବା ପରେ ବନ ବିଭାଗକୁ ଜଣାଇଥିଲେ । ଖବର ପାଇ…