Latest Odisha News
Browsing Tag

Emergency Landing

ବିମାନରେ ଧକ୍କା ହେଲା ପକ୍ଷୀ, ୱିଣ୍ଡସ୍କ୍ରିନରେ ଫାଟ ଯୋଗୁଁ ଏମରଜେନ୍ସି ଲ୍ୟାଣ୍ଡିଂ 

ପାଟଣା: ଦିଲ୍ଲୀରୁ ଶୀଲଙ୍ଗ ଯାଉଥିବା ସ୍ପାଇସ ଜେଟ୍ ବିମାନ ପାଟନାରେ ଜରୁରୀ ଅବତରଣ କରିଛି। ବିମାନ ଏସଜି ୨୯୫୦ ରେ ପ୍ରାୟ ୮୦ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ୱିଣ୍ଡସ୍କ୍ରିନ୍ରେ ଫାଟ ଯୋଗୁଁ ବିମାନଟି ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି। ତେବେ ବିମାନରେ ଥିବା ସମସ୍ତେ ସୁରକ୍ଷିତ…

ଉକୁଣୀ ପାଇଁ ବିମାନର ଜରୁରୀ ଅବତରଣ! 

ନୂଆଦିଲ୍ଲୀ: ଲସ୍ ଆଞ୍ଜେଲସ୍-ନ୍ୟୁୟର୍କ ଏୟାରଲାଇନ୍ସର ବିମାନ ସହ ଜଡିତ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଆମେରିକାର ଏୟାରଲାଇନ୍ସର ଏକ ବିମାନରେ ମହିଳା ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ବାହାରିବାରୁ ଫ୍ଲାଇଟର ଜରୁରୀ ଅବତରଣ କରାଯାଇଛି। ଫିନିକ୍ସରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ। ତେବେ…

ପକ୍ଷୀ ମାଡ଼ ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ମାଡ଼ ହେବା ପରେ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ପୁଣେ ଅଭିମୁଖେ ସନ୍ଧ୍ୟା ୫ଟାରେ ବିମାନ…

ଦିନକ ଭିତରେ ଦୁଇଟି ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଳୀ: ମଙ୍ଗଳବାର ସ୍ପାଇସଜେଟର ଦୁଇଟି ବିମାନ ଜରୁରୀ ଅବତରଣ କରିଛି । ଗୁଜୁରାଟର କାନ୍ଦଲାରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ମୁମ୍ବାଇରେ ପହଞ୍ଚିଥିଲେ ସୁଦ୍ଧା ଶୀଘ୍ର ଅବତରଣ କରିବା ପାଇଁ ମୁମ୍ବାଇ ଏୟାରେପାର୍ଟକୁ ଯୋଗାଯୋଗ କରାଯାଇଥିଲା ।…

ଗୋଆରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପଞ୍ଜିମ: ଗୋଆସ୍ଥିତ ଡବୋଲିମ୍ ବିମାନବନ୍ଦରରେ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବିମାନର ବାମପଟ ଇଞ୍ଜିନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିବାରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।…