Latest Odisha News

BREAKING NEWS

Browsing Tag

employees

ବେସରକାରୀ କମ୍ପାନୀଗୁଡିକର ଲାଭ ଚାରି ଗୁଣ ବୃଦ୍ଧି ପାଇଲା, କିନ୍ତୁ କର୍ମଚାରୀଙ୍କ ଦରମା ବଢୁ ନାହିଁ: ରିପୋର୍ଟ

ନୂଆଦିଲ୍ଲୀ:ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ସ୍ୱଳ୍ପ ବେତନ ବର୍ତ୍ତମାନ ଦେଶର ବିକାଶ ଉପରେ ପ୍ରଭାବ ପକାଉଛି। ସମ୍ପ୍ରତି ଦେଶରେ ଆର୍ଥିକ ବିକାଶର ଚିନ୍ତାଜନକ ଆକଳନ ସାମ୍ନାକୁ ଆସିଛି । ସରକାର ଦେଶର ମନ୍ଥର ଆର୍ଥିକ ଅଭିବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜୁଲାଇ-ସେପ୍ଟେମ୍ବରରେ…

ଏଣିକି ଅଫିସ ସରିଲା ପରେ ବସଙ୍କ ଫୋନକଲ୍ କାଟିପାରିବେ କର୍ମଚାରୀ

କାନବେରା: ଅଷ୍ଟ୍ରେଲିଆର କର୍ମଚାରୀ ମାନେ ସୋମବାର ଠାରୁ ୱାର୍କିଂ ଆୱାର ପରେ ମାଲିକଙ୍କ କଲକୁ ଅଣଦେଖା କରିବାର ଅଧିକାର ପାଇବେ। ଏହି ନୂଆ ନିୟମରେ ଏଣିକି କର୍ମଚାରୀମାନେ ମାଲିକ ବା ବସ୍ ଙ୍କ ଫୋନକୁ ଡିସକନେକ୍ଟ କରିବାକୁ ଅଧିକାର ଦେଇଛି। ଫେବୃଆରୀରେ ପାରିତ ହୋଇଥିଲା ଏହି ନିୟମ। ତେବେ…

ବାପା ହେଲେ ମିଳିବ ଛୁଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି…

ଦୁର୍ବ୍ୟବହାରକୁ ନେଇ ଭଦ୍ରକ ପୌର ପାଳିକାରେ କାମ ଠପ୍, ଧାରଣାରେ କର୍ମଚାରୀ

ଭଦ୍ରକ: ହିତାଧିକାରୀଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ହେଲେ କାଉନସିଲରଙ୍କ କ’ଣ ଯାଉଛି ? ଏବେ ଏହି ପ୍ରଶ୍ନ ପଚାରୁଛନ୍ତି ଭଦ୍ରକ ପୌରପାଳିକାର ପୌର କର୍ମଚାରୀ । ଅନଲାଇନରେ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି । ହେଲେ କିଛି କାଉନସିଲର୍ ଓ ବାହାର ଲୋକ କେତେଜଣ…

ଦରମା ଦାବି କରି ଥାନା ଆଗରେ ଶତାଧିକ ଶ୍ରମିକଙ୍କ ଧାରଣା

ପାରାଦୀପ: ଶତାଧିକ ଶ୍ରମିକଙ୍କ ସହ ଖେଳୁଛି କମ୍ପାନୀ । କାମ କରାଉଛି, ଦରମା କଥା କହିଲେ ଥାନା ଡର ଦେଖାଉଛି । ଆଇଓସିଏଲର ଠିକା କମ୍ପାନୀ ଏଲ୍ ଆଣ୍ଡ ଟି, ଆପେକ୍ସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଶତାଧିକ ଶ୍ରମିକ । କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ…

ଏଣିକି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ

ଭୁବନେଶ୍ୱର: ଲକଡାଉନ କଟକଣା ହେବ ଆହୁରି କଡାକଡି । ଏଣିମି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ । କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେ ନାହିଁ । କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ରହିବାକୁ ବାଧ୍ୟ । ନାଁ ନଥିଲେ ଆଉ ଅଫିସ…