[ଭିଡିଓ] ମହିଳାଙ୍କୁ ଅସଦାଚରଣ, ରାସ୍ତାରେ ଉଠ୍ବସ୍ ହେଲେ ୨ ଯୁବକ !
ଦେୱାସ୍: ମହିଳାଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି । ଶାସ୍ତି ସ୍ୱରୂପ ରାସ୍ତାରେ ତାଙ୍କୁ ଉଠ୍ବସ୍ କରାଇଥିଲା ସ୍ଥାନୀୟ ପୋଲିସ । ମଧ୍ୟପ୍ରଦେଶ ଦେୱାସ୍ ଅଂଚଳରେ ଏହି ଘଟଣାକୁ ନେଇ ପୋଲିସକୁ ଛୁଟିଛି ପ୍ରଶଂସାର ସୁଅ । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍…