ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମନ୍ଦିରର ପୂଜା ବିଧି
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ନୀତି ଓ ପୂଜା ପଦ୍ଧତି ଉପରେ ସମ୍ୟକ ଆଲୋକପାତ କରିବା ପୂର୍ବରୁ ଗୋଟିଏ କଥା ସ୍ପଷ୍ଟ ଯେ କେବଳ ଭଗବତ ପ୍ରାପ୍ତି ପାଇଁ ସଠିକ ଦେବତା ପୂଜା ଓ ସେବା ନୀତି ଅନୁସରଣ…