ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମାଉସୀ ମା ଭାବରେ ବିଖ୍ୟାତ ମା ଅର୍ଦ୍ଧାଶିନୀଙ୍କ ମନ୍ଦିର ବଡ଼ଦାଣ୍ଡରେ ଥିବା (ବର୍ତ୍ତମାନ ଲୁପ୍ତ )ମାଳିନୀ ନଦୀର ବଡ଼ ଗଣ୍ଡ ନିକଟରେ କାହିଁ କେଉଁ ଆଦିମ…