ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାର ମାସରେ ତେର ଯାତ ବା ଯାତ୍ରା ପାଳିତ ହୁଏ। ଏହି ଯାତ୍ରା ଛଡା କିଛି ଉପଯାତ୍ରା ମଧ୍ୟ ପାଳିତ ହୁଏ। ଏହିସବୁ ଯାତ୍ରା ଓ ଉପ ଯାତ୍ରା ଭିତରେ ମାତ୍ର ଦୁଇ…