ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ: ଶ୍ରୀମନ୍ଦିର ଶିଳ୍ପକଳା
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଶିଳ୍ପ କଳାର ଆଲୋଚନା ପ୍ରସଙ୍ଗରେ ଆମେ ଅନେକ କିଛି ବିଷୟରେ ଆଲୋଚନା କରିସାରିଲେଣି। ତଥାପି ଗୋଟିଏ କଥା ମନେ ରଖିବାକୁ ହେବ ଏହା ଶହ ଶହ ଶିଳ୍ପୀଙ୍କ…