Latest Odisha News

BREAKING NEWS

Browsing Tag

Fake Facebook Account

ଅନୁଭବଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ, ସାଇବର ଥାନାରେ ଏତଲା

ଭୁବନେଶ୍ୱର: ସାଇବର ଅପରାଧୀଙ୍କ ଜାଲରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଏଥର ଅନୁଭବଙ୍କ ନାଁରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁଇଟି ନକଲି ଆକାଉଣ୍ଟ ଖୋଲାଯାଇଛି। ଗତ କିଛି ଦିନ ହେବ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଅନୁଭବଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲାଯାଇ ଅପବ୍ୟବହାର କରାଯାଉଛି। ଏହି…

ମହିଳାଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିବାଦୀୟ ପୋଷ୍ଟ ଅଭିଯୋଗରେ ରାୟପୁର ଯୁବକ ଗିରଫ

ରାୟପୁର: ଆଜିକାଲି ମିଛ ନାଁରେ ବିଶେଷ କରି ମହିଳାଙ୍କ ନାଁ ଓ ଫୋଟୋ ଥିବା ନକଲି ବା ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ସାଧାରଣ ଲେକାଙ୍କୁ ବଭ୍ରାନ୍ତ କରିବା ଏକପ୍ରକାର ଟ୍ରେଣ୍ଡ୍ ରେ ପରିଣତ ହୋଇଛି । ଓଡିଆ ଆଲ୍‌ବମ୍ ଗୀତରେ ଫେସବୁକ୍‌ର ଆଞ୍ଜେଲ୍ ପ୍ରିୟା ଶୁକୁଟି ସାହୁ ହେବା ଭଳି ସୋସିଆଲ୍…

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁଁରେ ନକଲି ଫେସବୁକ୍ ଆକାଉଣ୍ଟ, ଲାଞ୍ଚ ମାଗୁଛି ଦୁର୍ବୃତ୍ତ

ସୁନ୍ଦରଗଡ: କେହି ଦୁର୍ବୃତ୍ତ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି । ଏପରକି ସରକାରୀ କାମ ହାସଲ କରିବା ଲାଗି ଲୋକଙ୍କ ଠାରୁ ଲାଞ୍ଚ ମଧ୍ୟ ମଗାଯାଉଛି । ଆହୁରି ମଧ୍ୟ ଏଭଳି କଥାରେ ନପଡିବା…