Latest Odisha News

BREAKING NEWS

Browsing Tag

Fake medicine

ବିକ୍ରି ହେଉଛି ନକଲି ମେଡିସିନ,ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ଦୋକାନରେ ବିକ୍ରି ହେଉଛି ନକଲି ମେଡିସିନ  ।  ରାଜ୍ୟରେ ଗତ କିଛି ଦିନ ତଳେ ବିଭିନ୍ନ ନକଲି ମେଡିସିନ ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ । ଏହି ଚଢାଉରେ ଅନେକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏପିରିକି ନାମୀ କମ୍ପାନୀର ଔଷଧକୁ ନକଲି କରି…

ମହଙ୍ଗା ପଡ଼ିଲା ନକଲି କରୋନା ଔଷଧ ବିକିବା, ୩ ଜଣଙ୍କୁ ବାନ୍ଧିଲା ଏସଟିଏଫ

ଭୁବନେଶ୍ବର : ମହଙ୍ଗା ପଡ଼ିଲା ନକଲି କରୋନା ଔଷଧ ବିକ୍ରି କରିବା । ନକଲି ଔଷଧ ବିକ୍ରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ୩ ଜଣ । ଏହି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ମେଡିଲ୍‌ଏଡ୍‌ ମେଡିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ କମ୍ପାନୀର ୨ ଜଣ…

ବାରିପଦାରେ ଦୁଇଟି ଔଷଧ ଦୋକାନରେ ଚଢ଼ାଉ, ନକଲି ଔଷଧ ଜବତ

ମୟୂରଭଞ୍ଜ : କଟକରୁ ନକଲି କରୋନା ଔଷଧ ଜବତ ହେବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରାଯାଇଛି । ଏହି କ୍ରମରେ ଆଜି ବାରିପଦାର ଦୁଇଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଛି । ମୟୂରଭଞ୍ଜ ଡ୍ରଗ୍ସ ଇନ୍ସପେକ୍ଟର ରୁଦ୍ର ନାରାୟଣ ସାହୁଙ୍କ ନେତୃତ୍ବରେ ବାରିପଦାର ଲାଲ ବଜାରରେ ଥିବା…