କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ଆଲୋଚନା; ବାହାରିବ କି ସମାଧାନ?
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏବଂ କୃଷକମାନଙ୍କ ନୂତନ କୃଷି ଆଇନକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ହେବ। ଏହି ଆଲୋଚନା ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅପରାହ୍ନ ୨ ଟାରୁ ବିଜ୍ଞାନ ଭବନରେ ଏହି ସଭା ଅନୁଷ୍ଠିତ…