Latest Odisha News

BREAKING NEWS

Browsing Tag

farmer tension

[ଦେଖନ୍ତୁ ଭିଡିଓ] ଅସାନୀ ବାତ୍ୟା ଯୋଗୁ ପ୍ରବଳ ବର୍ଷା: ବଢୁଛି ଚାଷୀର ଚିନ୍ତା

କେନ୍ଦ୍ରାପଡ଼ା : ଦୁର୍ବଳ ହେଉଛି ଅସାନୀ । ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏନେଇ ଚିନ୍ତାରେ ପଡିଛନ୍ତି କେନ୍ଦ୍ରାପଡ଼ା ଚାଷୀ କୁଳ । ଧାନ ଚାଷ ବେଳେ ଯେତେବେଳେ ଚାଷୀ କୁଳ ଧାନ ଅମଳ କରିବା କଥା ସେତେବେଳେ ପ୍ରବଳ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ରହିଥିଲା । …

ମଣ୍ଡିରେ ସମସ୍ୟା: ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀଙ୍କ ବିରୋଧ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ଧାନ ମଣ୍ଡିରେ ପିଛା ଛାଡ଼ୁନି ସମସ୍ୟା। ଆଜିବି ଚାଷୀଙ୍କ ଧାନ ଉଠିପାରିନଥିଲା। ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ ସମେତ ଧାନ କିଣିବା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଦଳ ଉପସ୍ଥିତ ଥିଲେ ବି କୌଣସି ମିଲର ଆସିନଥୁବାରୁ…

ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ

ଭୁବନେଶ୍ୱର: ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ । ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଥିବା ବେଳେ, ପୁଣି ଆଜି ସକାଳୁ ଝିପି ଝିପି ବର୍ଷା ଜାରି ରହିଥିବାରୁ ଚିନ୍ତାରେ ଚାଷୀ କୂଳ । ବାତ୍ୟା ପରଠାରୁ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ଜଳରେ…

[ଭିଡ଼ିଓ] ପରିଶୋଧ ହୋଇପାରୁନି ଋଣ, ଟଙ୍କା ଗଣି ଚାଷୀ ନୟାନ୍ତ

ଖଡିଆଳ: ଋଣ ଯନ୍ତାରେ ଚାଷୀ । ଚାଷ କାମ ପାଇଁ ଋଣ ଆଣିଥିଲେ । ତାକୁ ପରିଶୋଧ କରିଚାଲିଥିଲେ ବି ଏଯାଏ ଋଣ ମୁକ୍ତ ହୋଇପାରିନାହାନ୍ତି । ଏ ହେଉଛନ୍ତି ନୂଆପଡ଼ା ଖଡିଆଳ ସାନମହେଶ୍ୱର ଗାଁର ଭୁବନ ଗଉଡ଼ । ବ୍ୟାଙ୍କରୁ ୫୧ହଜାର ଟଙ୍କା ଋଣ ଆଣିଥିବା ବେଳେ ୧୭ ହଜାର ଟଙ୍କାର ସବସିଡି ଥିଲା । ତେବେ ଚାଷ…

ଜମିରେ ପଡିଛି ଧାନ, ଚିନ୍ତାରେ ଚାଷୀକୁଳ

କଳାହାଣ୍ଡି : କୃଷି ଓ କୃଷକ କଲ୍ୟାଣ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ତାଳମେଳ ଅଭାଵରେ ନିରୀହ ଚାଷୀ ବଳି ପଡ଼ୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ । ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ଅମଳ ଶେଷ…