Latest Odisha News

BREAKING NEWS

ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା

କଳାହାଣ୍ଡି :କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା । ଭବାନିପାଟଣା ସହରରେ ୧୪୪ ଧାରା ଲାଗୁ ହେବ । କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆସନ୍ତା…

ସାଂଘାତିକ ପ୍ରେମ ସଂପର୍କର ଜଘନ୍ୟ ପରିଣାମ, ବଳିପଡିଲେ ୨ ନବଜାତ ଶିଶୁ

କଳାହାଣ୍ଡି: ଆଜିର ଦିନରେ କେତେ ଶାଶ୍ୱତ ପ୍ରେମ ସଂପର୍କ ? କେତେ ପବିତ୍ର ପ୍ରେମର ସଂଜ୍ଞା ? ବୋଧ ହୁଏ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ହେଲେ କଳାହାଣ୍ଡି ଜିଲ୍ଲାରେ ସାମ୍ନାକୁ ଆସିଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ପ୍ରେମ…

୧୦ ବର୍ଷର ଶିଶୁକୁ ଗୋଡାଇ ନିର୍ମମ ହତ୍ୟା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଭଟାଗୁଡା ଗ୍ରାମରେ ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ ନାମକ ଜଣେ…

ମଣ୍ଡିରେ ଧାନ ଗଜା, ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ଜୁନାଗଡ଼: ମଣ୍ଡିରେ ପଡ଼ି ରହିଛି ବସ୍ତା ବସ୍ତା ଧାନ । ନା ଆସିଛି ଟୋକନ୍ ନା ଉଠାଯାଉଛି ଧାନ । ଧାନ ଉଠାଣ ଦାବି ନେଇ ବହୁବାର ଚାଷୀଙ୍କ ବିରୋଧ ବି ଜାରି ରହିଛି । ହେଲେ ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ପ୍ରତିଥର ପ୍ରତିଶ୍ରୁତି ଦେଇ କାମ ସରିଯାଉଛି । ହେଲେ ଏବେ ବି ମଣ୍ଡିରେ…

ଜମିରେ ପଡିଛି ଧାନ, ଚିନ୍ତାରେ ଚାଷୀକୁଳ

କଳାହାଣ୍ଡି : କୃଷି ଓ କୃଷକ କଲ୍ୟାଣ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ତାଳମେଳ ଅଭାଵରେ ନିରୀହ ଚାଷୀ ବଳି ପଡ଼ୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ । ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ଅମଳ ଶେଷ…

ପରିବହନ ବେଳେ ୨୦ରୁ ଅଧିକ କଣ୍ଟେନରରୁ ଅକ୍ସିଜେନ୍ ଲିକ୍

କଳାହାଣ୍ଡି: ପରିବହନ ସମୟରେ କଣ୍ଟେନରରୁ ଅକ୍ସିଜେନ୍ ନିର୍ଗତ ହୋଇଛି । ରେଳ ଯୋଗେ ଅକ୍ସିଜେନ୍ ପରିବହନ କରାଯାଉଥିଲା । ତେବେ କେସିଙ୍ଗା ରେଳଷ୍ଟେସନ ନିକଟରେ ହଠାତ୍ ଅକ୍ସିଜେନ୍ କଣ୍ଟେନରରୁ ବାହାରିବାକୁ ଲାଗିଥିଲା । ଲିକ୍ ଯୋଗୁ ଦୀର୍ଘ ସମୟ ଯାଏଁ ଏହି ଅମ୍ଳଜାନ ନିର୍ଗତ ହେଉଥିଲା । ପ୍ରାୟ…

ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା

ଭବାନୀପାଟଣା: ରାତିରେ ଘର ଆଗରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଧାରୁଆ ଅସ୍ତ୍ରରେ ଗଣ୍ଡିରୁ ମୁଣ୍ଡକୁ କେହି ଦୁର୍ବୃତ୍ତ ଅଲଗା କରି ବୀଭତ୍ସ ହତ୍ୟା କରିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଲିଭଟ୍ଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ…