Latest Odisha News

BREAKING NEWS

Browsing Tag

Fastag

ଭୁବନେଶ୍ୱର ଏୟାରପୋର୍ଟରେ ଫାଷ୍ଟଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କ ସୁବିଧା ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଫାଷ୍ଟ୍‌ଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନକୁ ସକ୍ଷମ କରିବା ପାଇଁ ଭାରତର ଏକ ଅଗ୍ରଣୀ ଫାଷ୍ଟଟ୍ୟାଗ୍ ପ୍ରଦାନକାରୀ ସଂସ୍ଥା, ଏୟାରଟେଲ୍ ପେମେଣ୍ଟସ ବ୍ୟାଙ୍କ ପାର୍କ+ ସହ ସହଭାଗିତା…

ଫେବୃଆରୀ ୧୫ରୁ ଫାସଟାଗ ବାଧ୍ୟତାମୂଳକ: ନୀତିନ ଗଡକରୀ

ନୂଆଦିଲ୍ଲୀ: ଦେଶରେ ଫାସଟାଗ କାର୍ଯ୍ୟକାରୀ ପାଇଁ ଆଉ ସମୟ ବୃଦ୍ଧି କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଗାଡି ପାଇଁ ଫାସଟାଗ ପାଇବାର ଶେଷ ତାରିଖ ହେଉଛି ଫେବୃଆରୀ ୧୫। ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫାସଟାଗ ମାଧ୍ୟମରେ…

ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବନି ଫାସ୍‌ଟ୍ୟାଗ୍‌

ନୂଆଦିଲ୍ଲୀ: ଭିନ୍ନକ୍ଷମଙ୍କୁ ବଡ ଆଶ୍ୱସ୍ତି । ଦେବାକୁ ପଡିବନି କୌଣସି ଟୋଲ୍ ଫି । ଏପରିକି ଫାସ୍‌ଟ୍ୟାଗ୍ ବି ସେମାନଙ୍କ ପାଇଁ ଲାଗୁ ହେବନି । ହେଲେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି କେନ୍ଦ୍ର ସରକାର । ଦେଶସାରା ଥିବା ଜାତୀୟ ରାଜପଥରେ ମାଗଣା ଯାଆସ ପାଇଁ ଭିନ୍ନକ୍ଷମଙ୍କୁ ନିଜ ନାଁରେ…

ଜାନୁଆରୀ ପହିଲାରୁ ସମସ୍ତ ଯାନ ଉପରେ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ରାଜପଥରେ ଗାଡ଼ିଗୁଡ଼ିକର ଲାଗି ରହିଥିବା ଲମ୍ବା ଲାଇନରୁ ଏବେ ମୁକ୍ତି ମିଳିବ। ଜାନୁଆରୀ ୧ରୁ ସମସ୍ତ ଯାନଗୁଡ଼ିକରେ FASTag ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ କେବଳ FASTag ଜରିଆରେ ହିଁ ଟୋଲ୍ ସଂଗ୍ରହ କରାଯାଇପାରିବ। ଏହା ପରେ ଟୋଲରେ କାହାଠାରୁ କୌଣସି ନଗଦ ଟଙ୍କା…

ଏଣିକି ଫାଷ୍ଟ ଟ୍ୟାଗ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ନୂଆଦିଲ୍ଳୀ: ଚାରି ଚକିଆ ଗାଡି ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ଫାଷ୍ଟ ଟ୍ୟାଗ ଥିଲେ ରାଜପଥର ଟୋଲ୍ ଗେଟ୍‌ରେ ମିଳିବ ରିହାତି । ଏନେଇ ମଙ୍ଗଳବାର କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ମଙ୍ଗଳବାର ଦିନ ଜାତୀୟ ରାଜପଥ ଶୁଳ୍କ ନିୟମ…

୩୦ ଦିନ ଲାଗି କୋହଳ ହେଲା ଫାସଟ୍ୟାଗ୍ ଲାଗୁ ସମୟ

ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଦିନ ଏନଏଚଏଆଇର ୬୫ ହାଇ କ୍ୟାସ୍ ଟ୍ରାଞ୍ଜାକସନ (ନଗଦ ନେଣଦେଣ) ପ୍ଲାଜାରେ ୩୦ ଦିନ ଲାଗି ଫାସଟ୍ୟାଗ୍ ଲେନ୍ ଲାଗୁ ସୀମାରେ କୋହଳ କରାଯାଇଛି । ଏହି ପ୍ଲାଜାରେ ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିଣତ…

ଡିସେମ୍ବର ୧ରୁ ଗାଡି ପାଇଁ ଫାସଟ୍ୟାଗ୍ ବାଧ୍ୟତାମୂଳକ; ଜାଣନ୍ତୁ କ’ଣ ଏହି ଫାସଟ୍ୟାଗ୍

ସାରା ଦେଶରେ ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ସମସ୍ତ ମୋଟର ଯାନ ଲାଗି ଫାସଟ୍ୟାଗକୁ ବାଧ୍ୟତାମଳୂକ କରାଯାଉଛି । ଏହି ଫାସଟ୍ୟାଗ ଯୋଗୁଁ ଟୋଲ ଦେୟ ଶୀଘ୍ର ଓ ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ । ପୂର୍ବରୁ ଟୋଲ୍ ଦେୟ ପାଇଁ ଗାଡିଗୁଡିକୁ ଘଣ୍ଟାଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଥିଲା କିନ୍ତୁ…