Latest Odisha News

BREAKING NEWS

Browsing Tag

Film Pathan

ଜାପାନରେ ଧମାଲ କରିବ ଫିଲ୍ମ ‘ପଠାନ’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ଚଳିତ ବର୍ଷ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଫିଲ୍ମ 'ପଠାନ' ଭଲ ଆୟ କରିଛି। ଚାରି ବର୍ଷ ପରେ ଶାହାରୁଖ ଖାନ ବଡ଼ ସଫଳତା ହାସଲ କରିଛନ୍ତି। ଚଳଚ୍ଚିତ୍ରଟି କେବଳ ରୋଜଗାର ଦିଗରେ ନୁହେଁ ବରଂ ବକ୍ସ ଅଫିସରେ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ଶାହରୁଖ ଖାନଙ୍କ ସର୍ବାଧିକ ଆୟ…

ଆସାମ ମୁଖ୍ୟମନ୍ତ୍ରୀ କହିଲେ, ‘ଶାହରୁଖ କିଏ ? ପଠାନ କ’ଣ ମୁଁ ଜାଣିନି’

ଗୁଆହାଟି:  ‘ଶାହରୁଖ ଖାନ କିଏ ? ମୁଁ ତାଙ୍କ ଫିଲ୍ମ ପଠାନ ବିଷୟରେ କିଛି ଜାଣିନି  ।’  ଚର୍ଚ୍ଚିତ ଫିଲ୍ମ ‘ପଠାନ’କୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଶନିବାର ସାମ୍ବାଦିକମାନେ ବଜରଙ୍ଗଦଳ କର୍ମକର୍ତ୍ତାଙ୍କ ହିଂସାତ୍ମକ କାର୍ଯକଳାପକୁ ନେଇ…

ଶାହରୁଖ ଖାନ୍‌ ବିଶ୍ବର ୪ର୍ଥ ଧନୀ ଅଭିନେତା

ନୂଆଦିଲ୍ଲୀ : ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହରୁଖ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହନ୍ତି । ଯାହାଦ୍ବାରା ତାଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିଲେବି  ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌, ଜର୍ଜ କ୍ଲୁନି, ଜ୍ୟାକି…

‘ପଠାନ’ରେ ବିକିନ ରଙ୍ଗ ପ୍ରଶ୍ନର ମୁହଁତୋଡ ଜବାବ ଦେଲେ ଦୀପିକା, ଭିଡିଓ ଭାଇରାଲ

ମୁମ୍ବଇ : ରିଲିଜ ପୂର୍ବରୁ ବିବାଦରେ ଫସିଗଲାଣି ଶାହାରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହାମଙ୍କ ଫିଲ୍ମ ‘ପଠାନ’  । ଫିଲ୍ମର ଗୀତ ବେଶର୍ମ ରଙ୍ଗ.. ରିଲିଜ ହେବା ପରେ ଏହି ବିବାଦ ଘନେଇଛି । ଗୀତରେ ବିକିନ ଲୁକକୁ ନେଇ ବେଶ ଟ୍ରୋଲ ହେଉଛନ୍ତି ଦୀପିକା । ଏପରିକି ମଧ୍ୟ ପ୍ରଦେଶର…

ଫିଲ୍ମ ପଠାନ୍ ପାଇଁ ସଜବାଜ ଶାହରୁଖ ଖାନ୍ !

ମୁମ୍ବାଇ: କରୋନା କଟକଣାରେ ବି ଅନୁମତି ପାଇବା ପରେ ଧୀରେଧୀରେ ମଇଦାନକୁ ଓହ୍ଲାଇଲେଣି ବଲିଉଡ ସେଲିବ୍ରିଟି । ଆରମ୍ଭ ହେଲାଣି ଅଧା ପଡିଥିବା ଫିଲ୍ମର ସୁଟିଂ, ପ୍ରସ୍ତୁତ ହେଉଛି ନୂଆନୂଆ ପ୍ରେଜେକ୍ଟ ପାଇଁ ଯୋଜନା । କିଛି ଦିନ ପୂର୍ବରୁ ନିଜ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ଖେଳ ଦେଖିବା ପାଇଁ…