Latest Odisha News

BREAKING NEWS

Browsing Tag

Fire Break Out

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩୦ରୁ ଅଧିକ ଘର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଯାଇଛି ୩୦ରୁ ଅଧିକ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି । ଆସବାବପତ୍ର ,ଧାନ, ଚାଉଳ ,ଦରକାରୀ କାଗଜପତ୍ର, ଗାଡି ,ସୁନା ଗହଣା ସବୁ ପୋଡି ପାଉଁଶ । ସମସ୍ତଙ୍କ…

ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ୱାଇ: ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ନାଗପଡ଼ା ଅଞ୍ଚଳରେ ଥିବା ମଲରେ ଲାଗିଥିଲା ନିଆଁ । ଗତକାଲି ରାତିରୁ ହଠାତ୍ ମୁମ୍ୱାଇର ସିଟି ସେଣ୍ଟ୍ରାଲ ମଲରେ ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ଆଜି ସକାଳ ନିଆଁ ଆୟତ୍ତ କରାଯାଇଛି…

ରାତିରେ ଜଳିଗଲା ସପିଂ ମଲ

ରାଇରଙ୍ଗପୁର: ସପିଂ ମଲରେ ବଡ଼ ଧରଣର ଅଗ୍ନିକାଣ୍ଡ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ନିଆଁ ଲାଗି ଏକ ସପିଂ ମଲ ଛାରଖାର ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ଆଜି ସକାଳେ ଲୋକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପ୍ରବଳ ନିାଁ ଓ ଧୂଆଁରେ ସାରା ଅଞ୍ଚଳ…