ବିଦାୟ ୨୦୧୯: କେଉଁସବୁ ପରିବର୍ତ୍ତନ କରିଥିଲେ ଭାରତ ସରକାର, ଜାଣନ୍ତୁ
ନୂଆଦିଲ୍ଲୀ: ୨୦୧୯ର ବିଦାୟ ନିକଟତର ହୋଇଯାଇଛି । ଆଗକୁ ଏହି ବର୍ଷ ଘଟିଥିବା କେତେକ କଥା ଆମ ପାଇଁ ସ୍ମରଣୀୟ ହୋଇ ରହିଯିବ ।
ଆସନ୍ତୁ ଜାଣିବା ୨୦୧୯ର ଭାରତ ସରକାର ନେଇଥିବା ୧୦ ବଡ ପରିବର୍ତନ ସମ୍ପର୍କରେ...
ୱାନ ନେଶନ ୱାନ ରାଶନ କାର୍ଡ: ଏହି ଯୋଜନା ଅନୁସାରେ ୧୪ ରାଜ୍ୟରେ ପିଓଏସ…