Latest Odisha News

BREAKING NEWS

Browsing Tag

flipkart

୩୯ ଲକ୍ଷ ହଡ଼ପ ଅଭିଯୋଗରେ ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ

ବୌଦ୍ଧ: ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ । ପ୍ରାୟ ୩୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ବୌଦ୍ଧ ଜିଲ୍ଲା ପୋଲିସ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏନେଇ ବୌଦ୍ଧ ଏସପି ରାଜ ପ୍ରସାଦ କହିଛନ୍ତି, ୩ ଜଣ କର୍ମଚାରୀ ହବରେ କାମ କରୁଥିବା ବେଳେ ବିଭିନ୍ନ…

ଫ୍ଲିପକାର୍ଟ ଓ ଆମାଜନକୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଅନଲାଇନରେ ଏସିଡ୍ ବିକ୍ରି ନିଷେଧ ରହିଛି । ତଥାପି ଇ କମର୍ସ ସଂସ୍ଥା ଅନଲାଇନରେ ଏହି ଜୀବନହାନି କାରକ ଏସିଡକୁ ବେଧଡ଼କ ବିକ୍ରି କରୁଛନ୍ତି । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ୍ ଛାତ୍ରୀଙ୍କ ଉପରେ ୩ ଯୁବକ ଏସିଡ୍ ଫିଙ୍ଗିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା କମିଶନ…

ଇ-କମର୍ସ କମ୍ପାନୀ ମାଲାମାଲ, ଫେଷ୍ଟିଭାଲ୍ ସେଲରେ ୨୨ ହଜାର କୋଟି କାରବାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅନଲାଇନ୍ କିଣାବିକାରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ଫେଷ୍ଟିଭାଲ ସେଲରେ ୬ ଦିନରେ ଇ-କମର୍ସ କମ୍ପାନୀ ୨୨ ହଜାର କୋଟି ଟଙ୍କାର ଜିନିଷ ବିକ୍ରି କରିଛନ୍ତି । ୨୦୧୮ ଓ ୨୦୧୯ ଫେଷ୍ଟିଭାଲ୍ ସେଲ୍ ତୁଳନାରେ ଏବର୍ଷ ଅନଲାଇନରେ ଅଧିକ ବିକ୍ରି ହୋଇଛି…

ଫ୍ଲିପ୍‌କାର୍ଟ ପଛରେ ଲାଗିଲା ଦେଶଦ୍ରୋହ ଟ୍ୟାଗ୍‌

ନୂଆଦିଲ୍ଲୀ: କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଫ୍ଲିପ୍‌କାର୍ଟ ବିରୋଧରେ ତୁରନ୍ତ ଦେଶଦ୍ରୋହ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି। ତେବେ ଫ୍ଲିପ୍‌କାର୍ଟ ଏହାର ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ…

ଭାରତୀୟ ଛାତ୍ରଙ୍କୁ ୪୫ ଦିନିଆ ପେଡ୍ ଇଣ୍ଟର୍ନସିପ୍ ଦେବ ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ସହରର ସ୍ନାତକୋତ୍ତର (ୟୁଜି) ଛାତ୍ରମାନଙ୍କ ପାଇଁ ଏକ ପେଡ୍ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଘୋଷଣା କରିଛି। କମ୍ପାନୀ ଅନୁଯାୟୀ, ଏହି ୪୫ ଦିନିଆ ଇଣ୍ଟର୍ନସିପ୍ ର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଯୋଗାଣ ଶୃଙ୍ଖଳା…

ଦ୍ରୁତ ଗତିରେ ବଢୁଛି ଅନଲାଇନ୍ କାରବାର, ଛୋଟ ବ୍ୟବସାୟୀଙ୍କ ଜୀବିକା ପ୍ରତି ବିପଦ ସମ୍ଭାବନା

ନୂଆଦିଲ୍ଲୀ: କରୋନା ସମୟରେ, ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟ ଅଧିକ ପରିମାଣରେ ଅନଲାଇନ୍ କାରବାର ହେବାରେ ଲାଗିଛି | ଏହା ସହିତ ଅନଲାଇନ୍ ବ୍ୟବସାୟ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି, ତେଣୁ ଏହି ସମୟରେ ଛୋଟ ଏବଂ ମଧ୍ୟମ ଦୋକାନୀମାନଙ୍କ ଉପରେ ସେମାନଙ୍କର ଜୀବିକା ଛଡ଼ାଇବାର ଆଶଙ୍କା ମଧ୍ୟ…