Latest Odisha News

BREAKING NEWS

Browsing Tag

Flood Like Situation

ଦଳେଇ ଘାଇରେ ବିପଦ ସଂକେତ ଟପିଲା

ଜଗତସିଂହପୁର: ଦଳେଇ ଘାଇରେ ବିପଦ ସଂକେତ ଟପିଲା ଦେବୀ ନଦୀ । ଏଠାରେ ବିପଦ ସଂକେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଏଠାରେ ୫୭.୧୦ ଫୁଟରେ ଜଳ ପ୍ରବାହିତ ହେଉଛି । ସେହିପରି ମାଛ ଗାଁରେ ମଧ୍ୟ ବିପଦ ସଂକେତ ଟପିଛି ଦେବୀ ନଦୀ । ଏଠାରେ ବିପଦ ସଂକେତ ୧୩ ଫୁଟ ଥିବା ବେଳେ ଏବେ ୧୪.୪୦ ଫୁଟ ଉପରେ…

ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି । କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସେ…

କାଲିଠୁ ବର୍ଷୁଛି, ମାଲକାନଗିରିରେ ବନ୍ୟା ପରିସ୍ଥିତି

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗତକାଲିଠାରୁ ବର୍ଷା ଚାଲିଛି । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଉପରେ ବହୁଛି ବର୍ଷା ପାଣି । ପ୍ରଭାବିତ ହୋଇଛି ଜନଜୀବନ । ଲଗାଣ ବର୍ଷାରେ ପୋଟେରୁ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ…