Latest Odisha News

BREAKING NEWS

Browsing Tag

FM Nirmala Sitaraman

ଅନ୍ତରୀଣ ବଜେଟ୍: ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା କେତେ?

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୪-୨୫ ଉପସ୍ଥାପନ କରିବା ବେଳେ ପ୍ରତିରକ୍ଷା ବିଭାଗ ପାଇଁ କିଛି ବିଶେଷ ଚିନ୍ତା କରିଛନ୍ତି। ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ସରକାର ୬.୨୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏଥର ପ୍ରତିରକ୍ଷା ବଜେଟ୍…

ଅର୍ଥମନ୍ତ୍ରୀଙ୍କ ଘୋଷଣା: କୋଟିଏ ପରିବାର ରିହାତିରେ ପାଇବେ ମାସିକ ୩୦୦ ୟୁନିଟ୍ ବିଜୁଳି

ନୂଆଦିଲ୍ଲୀ:ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି। ବୁଧବାର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ୩୦୦ ୟୁନିଟ୍ ବିଦ୍ୟୁତ୍ ରିହାତିରେ ପାଇପାରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ ଏହି ସୁବିଧା ଉପଭୋଗ କରିପାରିବେ…

କମିବ ପେନସିଲ ସାର୍ପନର,ତରଳଗୁଡ ଓ ଟ୍ରାକିଂ ଡିଭାଇସର ଦାମ

ନୂଆଦିଲ୍ଲୀ:ଶସ୍ତା ହେବ ପେନସିଲ ସାର୍ପନର,ତରଳଗୁଡ ଓ ନିର୍ଦ୍ଦିଷ୍ଟ ଟ୍ରାକିଂ ଡିଭାଇସ । କାରଣ ଏସବୁ ସାମଗ୍ରୀ ଉପରୁ ଟିକସ କମାଇଛି ଜିଏସଟି ପରିଷଦ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଅଧ୍ୟକ୍ଷତାରେ ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପରିଷଦର ୪୯ ତମ ବୈଠକରେ ଏପରି ନିଷ୍ପତ୍ତି…

କୌଣସି ରାଜ୍ୟକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶାକୁ ନୁହେଁ କି ଆଉ କୌଣସି ରାଜ୍ୟକୁ ନୁହେଁ । କାହାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା । ମୁହେଁ ମୁହେଁ ମନା କରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ବନ୍ଦ କରି ଦିଆଯାଇଛି । ଶେଷଥର ପାଇଁ ବିଭାଜନ ପରେ ତେଲେଙ୍ଗାନାକୁ ଏହି…

ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ନାଲି ରଙ୍ଗର ଶାଢୀ

ନୂଆଦିଲ୍ଲୀ: ଏଥର ବି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଚର୍ଚ୍ଚା ।  ଦେଶୀ ଶାଢୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନିର୍ମଳା । ଏଥର ବଜେଟରେ ମଧ୍ୟ ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା । ଏଥର ଲାଲ ରଙ୍ଗର ଶାଢୀରେ କୁମ୍ଭପକା ବର୍ଡର ଥିବା ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କରିଛନ୍ତି…

ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କଲେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏବେ ପାନ କାର୍ଡ ହିଁ ହେବ ସରକାରୀ ଏଜେନ୍ସ ପାଇଁ ପରିଚୟ ପତ୍ର । ଏ ନେଇ ବଜେଟରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅର୍ଥ ମନ୍ତ୍ରୀ କହିଛନ୍ତି, କେୱାଇସି ପ୍ରକ୍ରିୟାକୁ ଆହୁରି…

ବଜେଟରେ ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି: ସବୁ ଗରିବଙ୍କୁ ମିଳିବ ଘର

 ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ମୋଦି ସରକାରଙ୍କ ୨ୟ ପାଳିର ଶେଷ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟ ଆଗାମୀ ବର୍ଷର ବ୍ଲୁ ପ୍ରିଣ୍ଟ ହେବ ବୋଲି କହିଛନ୍ତି ନିର୍ମଳା । ଅର୍ଥମନ୍ତ୍ରୀ…

Live Updates ବଜେଟ ୨୦୨୩ : କ’ଣ ରହିଛି ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ

ନୂଆଦିଲ୍ଲୀ: ଫେବୃଆରୀ ୧  । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିଛନ୍ତି  ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟ ଉପସ୍ଥାପନ ଆରମ୍ଭରୁ ନିର୍ମଳା କହିଛନ୍ତି ଆମର ଆର୍ଥିକ ଏଜେଣ୍ଡା ନାଗରିକଙ୍କୁ ସବୁ କ୍ଷେତ୍ରରେ ସୁବିଧା ଦେବା ପାଇଁ, ବିକାଶ ଏବଂ…

ବିଧାନସଭା ନିର୍ବାଚନ ଥିବା ୪ ରାଜ୍ୟ ପାଇଁ ବଜେଟରେ ବମ୍ପର ଘୋଷଣା

ନୂଆଦିଲ୍ଲୀ: ବଜେଟରେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ସଡ଼କ ଭିତ୍ତିଭୂମି ପାଇଁ ପ୍ୟାକେଜ୍ ଘୋଷଣା ହୋଇଛି । ଏଥିପାଇଁ ୨ଲକ୍ଷ ୨୭ହଜାର କୋଟି ଟଙ୍କା ବ୍ୟୟ ବରାଦ…