Latest Odisha News

BREAKING NEWS

Browsing Tag

forest fire

୩ ମାସରେ ୨୪ ହଜାର ଥର ଜଳିଲାଣି ଜଙ୍ଗଲ

ଭୁବନେଶ୍ୱର: ଖରା ଆସିଲେ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଫଳରେ ଜଳି ଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ । ଜଙ୍ଗଲ ନିଆଁ ନେଇ ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିବା ବେଳେ ୨୦୧୯ରୁ ୨୦୨୩ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା କେତେ ଜଙ୍ଗଲରେ ନିଆଁ ଲାଗିଛି…

ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିଲେ ବନ କର୍ମଚାରୀ, ଜଳିଗଲା ଜିପ୍

ସୁନ୍ଦରଗଡ଼: ଖରା ଆରମ୍ଭ ସହ ଏବେ ରାଜ୍ୟର ଏକାଧିକ ଜଙ୍ଗଲ ଜଳୁଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ବନ ବିଭାଗ କର୍ମଚାରୀ ନାକେଦମ୍ ହେଉଛନ୍ତି । ଆଉ ଜଙ୍ଗଲ ନିଆଁକୁ ଲିଭାଇବାକୁ ଯାଇଥିବା ବନ ବିଭାଗର ଗାଡ଼ି ସେହି ଜଙ୍ଗଲ ନିଆଁରେ ଜଳି ଯାଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼…

ପ୍ରତିବର୍ଷ କିଏ ଲଗାଉଛି ନିଆଁ ? ଜଳିଗଲା ୭ ଏକରରୁ ଅଧିକ ଜଙ୍ଗଲ

ପୁରୀ: ବାଲୁଖଣ୍ଡ -କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳର କୁରୁଜଙ୍ଗ ସେକ୍ସନ୍ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛ ପଟେ ୩ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗର ୨ ଜଣ…

ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ, ଗାଁ ମୁହାଁ ଜଙ୍ଗଲ ଜୀବ

କେନ୍ଦୁଝର : ଜଳୁଛି ଜଙ୍ଗଲ । ଖରାଦିନ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗି ଜଳିବାରେ ଲାଗିଛି ।। କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ଅନ୍ତର୍ଗତ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯାଇଛି । ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବାବେଳେ ବନ୍ୟଜନ୍ତୁଙ୍କ ଜୀବନ ସଂକଟ୍ଟାପନ୍ନ ହୋଇପଡିଛି । ଜଙ୍ଗଲ…

୪ ମାସ ହେଲା ଜଳୁଛି ଜଙ୍ଗଲ: ପ୍ରାଣ ହରାଇଲେଣି ୫୦କୋଟି ନିରୀହ ଜୀବଜନ୍ତୁ !

ସିଡ଼ନୀ: ଅଷ୍ଟ୍ରେଲିଆରେ ତାଣ୍ଡବ ରଚୁଛି ପ୍ରକୃତି । ବାତ୍ୟା କି ସୁନାମୀ ନୁହେଁ ବରଂ ଭୟଙ୍କର ନିଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ।ଗତ ସେପ୍ଟେମ୍ବରରୁ ଲାଗିଥିବା ଏହି ନିଆଁ ଅଷ୍ଟ୍ରେଲିଆବାସୀଙ୍କ ସମେତ ଏଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ କରିଛି । I'm literally in tears.…