Latest Odisha News
Browsing Tag

Forester

ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କଲେ ବିରଳ ଶାଗୁଣା

ଯାଜପୁର : ବିରଳ ଶାଗୁଣା ଉଦ୍ଧାର  । ଯାଜପୁରର ନିଳାପଦା ଅଞ୍ଚଳରୁ ବିରଳ ଶାଗୁଣା ଉଦ୍ଧାର ହୋଇଥିଲା  । ଆଜି ଶାଗୁଣାକୁ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି ।  ସୂଚନା ଅନୁଯାୟୀ ଗତକାଲି ନିଳାପଦା ନିକଟସ୍ଥ  ନଦୀ ପଠାରୁ ଏକ ବିରଳ  ଶାଗୁଣାକୁ ଗ୍ରାମବାସୀ ମାନେ ଉଦ୍ଧାର କରି ବନ…

ସମ୍ବର ଶିଙ୍ଗ ଜବତ ସହ ୫ ଶିକାରୀ ଗିରଫ

କାମାକ୍ଷାନଗର : ଢେଙ୍କାନାଳ ବନବିଭାଗକୁ ମିଳିଲା ସଫଳତା  । ଦେଶୀ ବନ୍ଧୁକ ସମ୍ବର ଶିଙ୍ଗ ସହ ୫ ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ-୨ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଏକୁଲ ଗାଁରୁ ୫ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ…

ବାରାହା ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ସୁବର୍ଣ୍ଣପୁର : ବାରାହା ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି l ବନ କର୍ମଚାରୀ ଜଣକ ହେଲେ ଆଶୁତୋଷ ହୋତା l ବାରାହା କେନାଲରେ ଫସି ଯାଇଥିଲା ତାକୁ ଉଦ୍ଧାର କରିବାକୁ ଯାଇଥିଲେ ଆଶୁତୋଷ ସେହି ସମୟରେ ଫରେଷ୍ଟ ଗାର୍ଡକୁ…

୨ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: ୨ ମାଈହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି RCCF । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବିତ କରିଛନ୍ତି RCCF । ଏନେଇ ଡିଏଫ୍ଓ…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବରଗଡ଼: ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ଘରେ ରେଡ୍ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ରେଡ୍…