ଘରୁ ତଡ଼ିଦେଲେ ପରିବାର, ପକ୍ଷାଘାତ ବନ୍ଧୁଙ୍କୁ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲା ବନ୍ଧୁ
ପୁରୀ : ‘ବନ୍ଧୁତା’ ଏପରି ଏକ ସମ୍ପର୍କ ଯାହା ସମସ୍ତ ସମ୍ପର୍କଠାରୁ ଉର୍ଦ୍ଧ୍ୱରେ । କଥାରେ ଅଛି ବିପଦ ସମୟରେ ଯିଏ ଆମକୁ ସହାୟତା କରିଥାଏ ସେ ହିଁ ଆମର ପ୍ରକୃତ ବନ୍ଧୁ । ତେବେ ଏଭଳି ଏକ ନିଚ୍ଛକ ବନ୍ଧୁତ୍ୱର ସମ୍ପର୍କ ଦେଖିବାକୁ ମିଳିଛି ଏହି ଦୁହିଁଙ୍କ ଭିତରେ । ଏହି ଦୁଇ ବନ୍ଧୁଙ୍କ ବନ୍ଧୁତା…