Latest Odisha News

BREAKING NEWS

Browsing Tag

Frontline Workers

ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଲାଗି ବନ୍ଦ ହେଲା କୋଭିଡ୍ ଟିକାକରଣ ପଞ୍ଜିକରଣ

ନୂଆଦିଲ୍ଲୀ: ଆଉ କରୋନା ଟିକା ପାଇଁ ପଞ୍ଜିକରଣ କରି ପାରିବେନି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧା । ଶନିବାର କେନ୍ଦ୍ର ସରକାର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି । ନ୍ୟାସନାଲ୍ ଏକ୍ସପୋର୍ଟ ଗ୍ରୁପ୍ ଫର୍ ଭ୍ୟାକ୍ସିନ୍ ଆଡମିନଷ୍ଟ୍ରେସନର ସୁପାରିସ୍ କ୍ରମେ…

ଆଜିଠୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଆଜିଠୁ ଆଗଧାଡ଼ିର ଯୋଦ୍ଧାଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟାବେସ୍ ପ୍ରସ୍ତୁତ କରାଯାଇଛି । ସବୁ ଜିଲ୍ଲାପାଳ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାର ଏସପିମାନେ କୋଭିଡ୍ ଟିକା ନେବେ । ଲୋକଙ୍କ ମଧ୍ୟରେ…

ଫେବୃଆରୀ ୧୩ରୁ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକାର ୨ୟ ଡ‌ୋଜ ପ୍ରଦାନ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ରୁ ସ୍ୱାସ୍ଥ୍ୟ ସେବାର‌େ ନିୟ‌ୋଜିତ ଓ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କରୋନା ଟିକାର ଦ୍ବିତୀୟ ଡୋଜ ଦିଆଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଦିନ ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ଯ‌େ, “ଏପର୍ଯ୍ୟନ୍ତ ସେମାନଙ୍କୁ କେବଳ ଟିକାର…