Latest Odisha News
Browsing Tag

Ganjam

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଟିକିନା ଦାଶ ନାମକ ଜଣେ ମହିଳା କୀଟନାଶକ ପିଇ ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମକେସିଜି)ରେ ତାଙ୍କର ମୃତ୍ୟୁ…

ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ…

ଆକ୍ରମଣ ମାମଲାରେ ଗିରଫ ପରେ ସରପଞ୍ଚ ନିଲମ୍ବିତ

ବ୍ରହ୍ମପୁର: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମସିଆଖାଲି ପଞ୍ଚାୟତର ସରପଞ୍ଚ କେ. ବୁଲୁ ଏକ ମାମଲାରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ସରପଞ୍ଚ ବୁଲୁଙ୍କୁ ନିଲମ୍ବିତ କରାଯାଇଛି । ପଞ୍ଚାୟତିରାଜ ବିଭାଗର ସୁପାରିଶ କ୍ରମେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କୁ ନିଲମ୍ବନ…

ପୁଣି ବ୍ରହ୍ମପୁର ଉପଜିଲାପାଳ ଦାୟିତ୍ୱ ନେଲେ ଆଇଏଏସ୍‌ କୀର୍ତ୍ତି ଭାସନ

ବ୍ରହ୍ମପୁର:ବ୍ରହ୍ମପୁର ଉପଜିଲାପାଳ ଭାବେ ପୁଣି ଥରେ ୨୦୧୮ ମସିହା ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ୱି.କିର୍ତ୍ତି ଭାସନଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନିକ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ସହିତ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ନୀଳମାଧବ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ବାପା ପରେ ପୁଅ ମୃତ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଅଶୋକ ନାୟକଙ୍କ ଚିକିତ୍ସା ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ଗତ ୨୫ ତାରିଖରେ ଏହି…

ଦୁର୍ଦ୍ଧାନ୍ତ ଚୋର ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଚଳିତ ମାସ ୨୧ ତାରିଖରେ ବ୍ରହ୍ମପୁର ସହର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ମୟୂରୀ ବିହାର ଏକ ତାଲା ବନ୍ଦ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଦୁଇ ପେଶଦାର ଏବଂ ଦୁଇ ନାବାଳକ ଚୋରଙ୍କୁ ଗିରଫ କରାଯାଇଛି । ଏହି ୪ ଜଣିଆ ଦୁର୍ଦ୍ଧାନ୍ତ…

ନିଶା ବେପାରୀ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିର ଦୁଇ ନିଶା ବେପାରୀ ଭାଇ ବନମାଳୀ ପ୍ରଧାନ ଏବଂ ଅରୁଣ ପ୍ରଧାନଙ୍କ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି । ଏନଡିପିଏସ୍ ଆକ୍ଟ ଅନୁଯାୟୀ କଲିକତାର ଏକ ପ୍ରାଧିକୃତ ସଂସ୍ଥା ତରଫରୁ ଏହି ସମ୍ପତ୍ତି ବାଜ୍ୟାପ୍ତି…

ଗଞ୍ଜାମରେ ଚାଷୀ ଆତ୍ମହତ୍ୟା; ପାରିବାରିକ ଝଗଡ଼ା କହିଲେ ଗ୍ରାମବାସୀ

ବ୍ରହ୍ମପୁର:ଲଗାଣ ବର୍ଷାରେ ଫସଲ କ୍ଷତି ହେବା ପରେ କୀଟନାଶକ ପିଇ ଦେଇଥିବା ଗଞ୍ଜାମ ଜିଲାର ଜଣେ ଚାଷୀଙ୍କ ଶନିବାର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ପୋଲସରା ବ୍ଲକ ପାତାଳସିଙ୍ଗି ଗ୍ରାମର ଚାଷୀ ରମେଶ ରାହା(୫୬)। ଗତ ରମେଶଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରୁ…

ଘୁମୁସର ବନଖଣ୍ଡରେ ଦନ୍ତା ହାତୀ ମୃତଦେହ ଜବତ, ଦାନ୍ତ ଚୋରି

ବ୍ରହ୍ମପୁର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଦନ୍ତା ହାତୀ।ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ ଦନ୍ତାହାତୀର…

ଗଞ୍ଜାମରେ ମିଳୁନି କୋଭିସିଲ୍‌ଡ ଟିକା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋଭିସିଲ୍‌ଡ ଟିକା ଖୋଜିଲେ ମିଳୁନି । ଜିଲା ବ୍ୟାପି ସବୁଆଡ଼େ କୋଭିସିଲ୍‌ଡ ସରିଯାଇଛି। ଯାହା ଫଳରେ ଜିଲାରେ କୋଭିଡ ଟିକାକରଣ ପ୍ରଭାବିତ ହୋଇଛି । କେବଳ ବ୍ରହ୍ମପୁର ସହର ନୁହଁ, ଜିଲାର ଗ୍ରାମାଞ୍ଚଳ ଏବଂ ଛୋଟ ସହର ଗୁଡ଼ିକରେ ମଧ୍ୟ କୋଭିସିଲ୍‌ଡ ଶେଷ ହୋଇଯାଇଛି ।…