Latest Odisha News

BREAKING NEWS

Browsing Tag

Ganjam

ମଦ ବିରୋଧୀ ନେତାଙ୍କୁ ହତ୍ୟା ଘଟଣାରେ ୩ ଜଣ ଗିରଫ

ବ୍ରହ୍ମପୁର: ଗତ ୨୦ ତାରିଖରେ ଘଟିଥିବା ଗଞ୍ଜାମର ଜରଡ଼ା ଥାନା ଅନ୍ତର୍ଗତ ପଳାସପୁର ଗ୍ରାମର ବୃନ୍ଦାବନ ଜାନି ହତ୍ୟାକାଣ୍ଡରେ ମଙ୍ଗଳବାର ତିନି ଜଣ ଗିରଫ ହୋଇଛନ୍ତି। ଶନିବାର ପଳାସପୁର ଗ୍ରାମର ଏକ ବିଲରୁ ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ଶବ ବିଲ ମଧ୍ୟରୁ ମିଳିଥିଲା। ଏହି ହତ୍ୟାକାଣ୍ଡର…

ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀ ମନ୍ଦିରର ହେବ ଉନ୍ନତିକରଣ

ବ୍ରହ୍ମପୁର: ଗଞ୍ଜମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ମନ୍ଦିରର ଉନ୍ନତିକରଣ ଭଳି ବ୍ରହ୍ମପୁରର ମା ବୁଢୀ ଠାକୁରାଣୀ ମନ୍ଦିର ମଧ୍ୟ ନୂଆ ରୂପ ପାଇବ। ସୋମବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଚାରିପାଖ ବୁଲିବା ସହ ନକ୍ସା…

ଅଙ୍ଗଦାନ କରିଥିବା ଦୁଇ ଜଣଙ୍କ ପରିବାରକୁ ‘ସୁରଜ’ ପୁରସ୍କାର

ବ୍ରହ୍ମପୁର:ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତି ବର୍ଷ ଅଗଷ୍ଟ ୧୩ ତାରିଖକୁ ବିଶ୍ବ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇଥାଏ। ଗଞ୍ଜାମ ଜିଲାରେ ଅଙ୍ଗଦାନକୁ ପ୍ରୋତ୍ସାହନ ପାଇଁ ‘ସୁରଜ’ ପୁରସ୍କାର ପ୍ରଦାନ କରାଯାଏ । ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ବାନ ହଲ୍ ଠାରେ…

ଗଞ୍ଜାମରେ ୮.୨୨ ଲକ୍ଷ ଶିଶୁ ଖାଇବେ କୃମି ନାଶକ ଔଷଧ; ଆଜିଠୁ ଆରମ୍ଭ ମିଶନ

ବ୍ରହ୍ମପୁର: ବ୍ରହ୍ମପୁର ସହର ସ୍ଥିତ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସକୁ ଉଦଘାଟନ କରିବା ସହ…

ଗଞ୍ଜାମରେ ୧୫୦ଟି ସ୍ମାର୍ଟ ହାଇସ୍କୁଲରେ ସୌରଚାଳିତ ଇନଭର୍ଟର ସ୍ଥାପନ ପାଇଁ ଚୁକ୍ତିନାମା

ବ୍ରହ୍ମପୁର: ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ଶିକ୍ଷାର ଅଭିବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୬୬ଟି ହାଇସ୍କୁଲ ‘ସ୍ମାର୍ଟସ୍କୁଲ’ରେ ପରିଣତ…

ଗଞ୍ଜାମରେ ୨୦ଟି ଘରୋଇ କ୍ଲିନିକ୍‌ରେ ମାଗଣା ଅଲ୍‌ଟ୍ରାସାଉଣ୍ଡ; ଲକ୍ଷ୍ୟ ସୁରକ୍ଷିତ ମାତୃତ୍ୱ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ସୁରକ୍ଷିତ ମାତୃତ୍ୱ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଜିଲାର ୨୦ଟି ଘରୋଇ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ରେ ଗର୍ଭବତୀଙ୍କୁ ମାଗଣାରେ ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷା ସୁବିଧା ମିଳିବ। ସୁରକ୍ଷିତ ଜନନୀ…

କ୍ରୀଡ଼ା ଶିକ୍ଷକଙ୍କ ଅମାପ ସମ୍ପତ୍ତି, ଏକକାଳୀନ ୧୩ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଫାସରେ କ୍ରୀଡ଼ା ଶିକ୍ଷକ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଥା ଜରଡ଼ା ଥାନା ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଶୁକ୍ରବାର ସକାଳେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ୪ଜଣ ଡିଏସ୍‌ପି,…

ଅଣ୍ଟାଏ ପାଣିରେ ବୁଡ଼ି ସ୍କୁଲ ଯାଉଛନ୍ତି ପିଲା; ଅଧାପନ୍ତରିଆ ପଡ଼ିଛି ବ୍ରିଜ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀ ମାନେ ନଦୀ ପାର ହେଉଥିବା ନେଇ ଚିତ୍ର ଦେଖିବାକୁ ମିଳୁଛି। ସଦ୍ୟତମ ଘଟଣା ସୋରଡ଼ା ବ୍ଲକ ନୂଆଗଡ଼ ପଞ୍ଚାୟତରେ ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିଛି। ପଞ୍ଚାୟତକୁ ଯିବାକୁ କେଶରା, ନାଗପୁର, ବାରଧାଙ୍ଗିଡ଼ି,…

ଛତ୍ରପୁରରେ ଲହଡ଼ି ମାଡ଼ରେ ଭାଙ୍ଗିଗଲା ୬ ଘର

ବ୍ରହ୍ମପୁର: ସମୁଦ୍ରରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ପୋଡ଼ମପେଟା ଗାଁ ମିଶୁଥିବା ବେଳେ ଆଜି ପୁଣିଥରେ ସମୁଦ୍ରର ଉଚ୍ଚ ଲହଡିରେ ୬ରୁ ଉର୍ଦ୍ଧ୍ୱ ଘର ଧୋଇ ହେଇଯାଇଛି । ସମ୍ପୂର୍ଣ୍ଣ ଘର ଗୁଡିକ ଭୁଶୁଡ଼ି ପଡିଥିବା ବେଳେ ଆଉ ମାତ୍ର ଗୋଟିଏ ସାହି କୂଳ ଲଙ୍ଘିବା ପାଇଁ ବାକି ଅଛି । ଗ୍ରାମର…

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଟିକିନା ଦାଶ ନାମକ ଜଣେ ମହିଳା କୀଟନାଶକ ପିଇ ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମକେସିଜି)ରେ ତାଙ୍କର ମୃତ୍ୟୁ…