ଗେଟ୍ ୨୦୨୧: ଆଜି ଅନଲାଇନ ଆବେଦନର ଶେଷ ତାରିଖ
ନୂଆଦିଲ୍ଲୀ: ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ଇଞ୍ଜିନିୟରିଂ (GATE) ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ବୁଧବାର ରହିଛି ।
ଆଗ୍ରହୀ ପ୍ରାର୍ଥୀ ଯେଉଁମାନେ IISc, IIT ଏବଂ ଅନ୍ୟାନ୍ୟ ସରକାରୀ ଅନୁଦାନ ପ୍ରାପ୍ତ ସଂସ୍ଥାଗୁଡ଼ିକରେ M.Tech ପାଠ୍ୟକ୍ରମରେ ଆଡମିଶନ ଚାହୁଁଛନ୍ତି,…