Latest Odisha News

BREAKING NEWS

Browsing Tag

General Election

ଢେଙ୍କାନାଳ ଲୋକସଭା ଆସନ: ପୁଣିଥରେ ମହେଶ-ରୁଦ୍ର ଲଢେଇ !

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ତଥା ବିଜେଡ଼ି ନେତା ମହେଶ ସାହୁ ଓ ବିଜେପିର ରୁଦ୍ରନାରାୟଣ ପାଣିଙ୍କ ପ୍ରାର୍ଥୀତ୍ୱକୁ ନେଇ ଢେଙ୍କାନାଳରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଲୋକସବା ନିର୍ବାଚନରେ ଏହି ଦୁଇ ନେତାଙ୍କୁ ପୁନର୍ବାର ରିପିଟ କରାଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ…

ସମ୍ବଲପୁର ଲୋକସଭା ଆସନ: ସୋସିଆଲ ମିଡ଼ିଆରୁ ବାହାରି ମୈଦାନରେ ଲଢିବେ କି ଧର୍ମେନ୍ଦ୍ର ଓ ବବି

ସମ୍ବଲପୁର: ରାଜନୀତି ଯୁଦ୍ଧ କ୍ଷେତ୍ରରେ ଉଭା ହେବେ କି ସୋସିଆଲ ମିଡି଼ଆରେ ଦୁଇ ଯୋଦ୍ଧା ବୋଲାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ ଓ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ବା ମୁକୁ ଭାଇ। ବବି ଭାଇ ଓ ମୁକୁ ଭାଇଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି।…

ଏଥର ଅନୁଗୋଳରୁ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ବିଜେଡ଼ିର ଗଡ଼ ଅନୁଗୋଳ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସରକାର ଆସିବା ପରଠାରୁ ହିଁ ଜିଲ୍ଲାରେ ବିଜେଡ଼ି ବାଜିମାତ କରି ଆସୁଛି। ୨୦୦୦ ଓ ୨୦୦୪ ମସିହା ନିର୍ବାଚନକୁ ବାଦ ଦେଲେ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନ ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ପାଳଲହଡ଼ା ଓ ତାଳଚେରରେ…

ବେକାରୀ ସମସ୍ୟା: ନିର୍ବାଚନରେ ପାଲଟିବ କି ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟରେ ବେକାରିଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆଶାୟୀଙ୍କ ସଂଖ୍ୟାକୁ ଏକ ଛୋଟ ଉଦାହରଣ ଭାବେ ନିଆଯାଇପାରେ। ସେପଟେ ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତି, ଅନେକ ଶିଳ୍ପ ପ୍ରୋତ୍ସାହନ ଯୋଜନା, ଯୁବପିଢ଼ିଙ୍କୁ ରୋଜଗାର ପ୍ରତିଶୃତି…