ସ୍ମୃତିର ସ୍ୱାଧୀନତା
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଗୋପବନ୍ଧୁ ବାବୁ ଗାଁର ସବୁଠୁ ବୟୋଜ୍ୟେଷ୍ଠ ଶିକ୍ଷକ। ପୂରା ନାଁ ଗୋପବନ୍ଧୁ ମିଶ୍ର। କିନ୍ତୁ ସମସ୍ତେ ତାଙ୍କୁ ଡାକନ୍ତି ଗୋପ ବାବୁ। ଅବସର ନେବାର ପଚିଶ ବର୍ଷ ହେଲାଣି। ତଥାପି କର୍ମଠ। ଚଳଚଞ୍ଚଳ। ଛୋଟ ଛୋଟ ପିଲାଙ୍କୁ ସବୁଦିନ ସନ୍ଧ୍ୟାରେ…