Latest Odisha News

BREAKING NEWS

Browsing Tag

goan katha

ଭଡ଼ାଘର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳିଷଠା ଷାଠିଏ ଯଦି, ତାହେଲେ ତିନି ଭାଗ ଜୀବନ ଜୀଇଁ ସାରିଲାଣି ମଣିଷ । ସେଥିରୁ ପ୍ରାୟ ୨୫ ବର୍ଷ ବିତିଗଲାଣି ଭଡ଼ାଘରେ। ଛାତ୍ର ଥିଲା ବେଳେ କେବେ ହଷ୍ଟେଲରେ ତ ଆଉ କେବେ କାହା ଘର ଭଡ଼ା ନେଇ ନିଜର ଉଠାଚୁଲି ଆଉ ପକା ଖଲି ଜୀବନ…

ଜନ୍ମଦିନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନେକ ଦିନ ପରେ ନବଘନ ପାହାଡ଼ସିଂହ ଆସିଥିଲା ଗାଁକୁ। ଗତ ଦଶ ବର୍ଷ ହେଲାଣି ସେ ଗାଁରୁ ଦୂରରେ ରହୁଛି। ଯେବେଠାରୁ କେନ୍ଦ୍ର ସରକାରଙ୍କ ସଂସ୍ଥାରେ କାମ କଲାଣି, ସେବେଠୁ ତାର କାର୍ଯ୍ୟକ୍ଷେତ୍ର କେତେବେଳେ କେଉଁଠି ପଡୁଛି। କହିବାକୁ ଗଲେ…

ବାହାଘର ମଜା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବାହା ହେଲା ବେଳକୁ ଏତେ ସବୁ କଥା ଜାଣିନଥିଲା ନବୀନ। ଜାଣିଥିଲେ ହୁଏତ ଜୀବନ ତମାମ କଷ୍ଟ ପାଇବା ପାଇଁ କେବେ ବି ରାଜି ହୋଇନଥାନ୍ତା। ବପା ମାଆ ବାହାଘର ଠିକ୍ କରିଥିଲେ। ସେଥିପାଇଁ ସେମାନଙ୍କ ପସନ୍ଦ ଉପରେ ପ୍ରଶ୍ନ ନଉଠାଇ ବାହା…

ଆସ ହେ ପିତୃପୁରୁଷ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନେକ ଦିନ ପରେ ଗାଁକୁ ଆସିଛି ଆକାଶ। କହିବାକୁ ଗଲେ ଗତ ଦଶ ବର୍ଷ ହେଲା, ଯଦିଓ ସେ ଗାଁର ଖବର ରଖିଛି, କିନ୍ତୁ ଗାଁକୁ ଆସିବାର ସୁଯୋଗ ପାଇନି। ନିଜ କର୍ମମୟ ଜୀବନ ଭିତରେ ତାକୁ ଯଦିଓ ବାରମ୍ବାର ତା ଗାଁ କଥା ମନେପଡ଼ିଛି, କିନ୍ତୁ…

ଅଲୋଡ଼ା ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଷଷ୍ଠ ଶ୍ରେଣୀରେ ପଢୁଥାଏ ବିଜୟ । ବୟସ ଏଇ ଏଗାର ବାର ବର୍ଷ ହେବ । ଗାଁରୁ ଚାଲି ଚାଲି ପାଖାପାଖି ପାଞ୍ଚ କିଲୋମିଟର ଗଲେ ସ୍କୁଲ । ତା ସହିତ ତା ଗାଁରୁ ଆଉ ସାତ ଆଠ ଜଣ ପିଲା ବି ଏକାଠି ଯାଆନ୍ତି ସେହି ସ୍କୁଲକୁ । କାରଣ, ତା ନିଜ ଗାଁରେ…