Latest Odisha News

BREAKING NEWS

Browsing Tag

Gop

ବନ୍ୟା ଜଳରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ

ପୁରୀ: ସାରା ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଏବେବି ଜଳ ଛାଡ଼ିନି । ଅନେକ ସ୍ଥାନରେ ଗାଁ ଦାଣ୍ଡରେ ବନ୍ୟା ଜଳର ସୁଅ ରହିଛି । ଏହାରି ଭିତରେ ପୁରୀ ଜିଲ୍ଲା ଗୋପ ବ୍ଲକରୁ ଆସିଛି ଦୁଃଖଦ ଖବର । ଗୋପରେ ବନ୍ୟା ପାଣିରେ ବୁଡ଼ି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୋପ…

ଗୋପରେ ଓଲଟିଲା ବିଜେପିର ରିଲିଫ୍ ଡଙ୍ଗା

ପୁରୀ: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ଦେଖାଦେଇଛି । ଏହା ମଧ୍ୟରେ ରିଲିଫ ବାଣ୍ଟିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟିପଡିବାର ଖବର ସାମ୍ନାକୁ ଆସିଛି । ଗତକାଲି ଗୋପ ବ୍ଲକରୁ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା  ।  ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ଡଙ୍ଗାଟି  ଓଲଟିପଡିଛି । କିନ୍ତୁ…

ଗୋପ ଅଞ୍ଚଳରେ ପୋଲିସକୁ ଅଟକ ରଖି ୨୨ ଜଣ ଗିରଫ

ପୁରୀ: ଗୋପ ଥାନା ରେଢୁଆ ଗାଁରେ ପୋଲିସକୁ ଅଟକ ରଖିବା ଘଟଣାରେ ଗିରଫଦାରୀ । ୧୫ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କୁ ଗିରଫ କରାଯାଇଛି । ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢୁଆ ଗାଁକୁ ଯାଇଥିବା ଗୋପ ଥାନା ପୋଲିସ । ସେତେବେଳେ ଗାଁ ଲୋକ ପୋଲିସ ଟିମକୁ ଘଣ୍ଟା ଘଣ୍ଟା ଅଟକ ରଖିଥିଲେ…