Latest Odisha News

BREAKING NEWS

Browsing Tag

Gutkha

ଆଜି ଜିଏସଟି କାଉନ୍ସିଲ୍ ବୈଠକ: ଗୁଟଖା-ପାନ ମସଲା, ଅନଲାଇନ୍ ଗେମିଂ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ: ଗୁଟଖା, ପାନ ମସଲା ଉପରେ ବଢିପାରେ ଟ୍ୟାକ୍ସ । ଅନଲାଇନ ଗେମିଂ, କ୍ୟାସିନୋ ଓ ହର୍ସ ରେସିଂ ଉପରେ ବି ଅଧିକ ପ୍ରତିଶତ ଲାଗିପାରେ ଜିଏସଟି । କାରଣ ଆଜି ବସିବାକୁ ଯାଉଛି ଜିଏସଟି କାଉନସିଲର ୪୮ତମ ବୈଠକ । ଗୁଟଖା-ପାନ ମସଲାରେ ୩୮ % ଟିକସ ଲଗାଇବା ନେଇ ପ୍ରସ୍ତାବ ରହିଛି । ଏହା…

ଗୁଟୁଖା ପାଇଁ ସ୍ୱାମୀକୁ ବସଷ୍ଟାଣ୍ଡରେ ଛାଡି ଚମ୍ପଟ୍ ମାରିଲା ସ୍ତ୍ରୀ

ଓଡିଶା ସମ୍ବାଦ ବ୍ୟୁରୋ: ଗୁଟୁଖା ନିଶା ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ନବବିବାହିତା ସ୍ତ୍ରୀ । ଏପରିକି ସ୍ତ୍ରୀକୁ ଖୋଜିବାକୁ ଯାଇ ନାକେଦମ ହୋଇଥିଲା ସ୍ୱାମୀ । ଶେଷରେ ପୋଲିସ ସହାୟତାରେ ସ୍ତ୍ରୀକୁ ଠାବ କରିବାରେ ସଫଳ ହୋଇଥିଲା ଅସହାୟ ସ୍ୱାମୀ । ମଧ୍ୟପ୍ରଦେଶ ଗ୍ୱାଲିଅରରେ ସାମ୍ନାକୁ…

ଗୁଟୁଖା ପାଇଁ ଗିରଫ ହେବେ ଅଭିନେତା ସଚ୍ଚିନ ଜୋଶୀ !

ତେଲେଙ୍ଗାନା: ବେପାରରୁ ବେପାରୀ । ଅଭିନୟରୁ ଅଭିନେତା ।  ଏହି ଦୁଇଟି ଦିଗରେ ବେଶ ଭଲ ଭାବେ ଭାରସାମ୍ୟ ରକ୍ଷା କରିଆସୁଥିଲେ ଅଭିନେତା ସଚ୍ଚିନ ଜୋଶୀ । ତେବେ କରୋନା କଟକଣାରେ ତାଙ୍କ ସନ୍ତୁଳନ ଟିକେ ଦୋହଲିଯାଇଛି ଭଳି ମନେ ହେଉଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଧରେ ଆଣିଛି ବେଆଇନ ଗୁଟୁଖା…

ବାହାରେ ଗୁଟଖା, ପାନଛେପ ପକାନ୍ତୁ ନାହିଁ; ଜନସାଧାରଣଙ୍କୁ ‘ଆଇସିଏମଆର’ର ନିବେଦନ

ନୂଆଦିଲ୍ଲୀ: ବାହାରେ ପାନ କିମ୍ବା ଗୁଟଖା ଛେପ ନପକାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ୍ ରିସର୍ଚ୍ଚ (ଆଇସିଏମଆର) । ଦେଶର ଏହି ଅଗ୍ରଣୀ ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ସୂଚନା ଦେଇ କହିଛି ଯେ, ପାନ, ଗୁଟକା ପରି ତମ୍ବାଖୁ ଦ୍ରବ୍ୟ ତଥା ଗୁଆ ଖାଇବା ଦ୍ୱାରା…