Latest Odisha News

BREAKING NEWS

Browsing Tag

Guwahati

ନବୀନ ଜିନ୍ଦଲ ନେତୃତ୍ଵାଧୀନ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଦ୍ବାରା ଗୌହାଟି ମିଲିଟାରୀ ଷ୍ଟେସନରେ ମନୁମେଣ୍ଟାଲ ପତାକା…

ଗୌହାଟି: ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ବିହୁ ଅବସରରେ ଗୌହାଟିର ନାରଙ୍ଗି ମିଲିଟାରୀ ଷ୍ଟେସନରେ ଆଉ ଏକ ସ୍ମାରକୀ ପତାକା ଉତ୍ସର୍ଗ କରିଛି । ଶିଳ୍ପପତି…

ସ୍ୱାମୀ ଓ ଶାଶୂଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ଗୌହାଟୀ: ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ଏଥର ଲିଭ୍‌ ଇନ୍‌ ପାର୍ଟନରଙ୍କୁ ନୁହେଁ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କଲା ପିଶାଚି ବୋହୂ । ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ସ୍ବାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି…

ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଆସାମରୁ ଗିରଫ କଲା STF

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫ୍ ଆସାମରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଗିରଫ ଜଣଙ୍କ ସଲିମ ଅହମ୍ମଦ ଘର ମଣିପୁରର ଇମ୍ଫାଲରେ । ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।…

ଇଣ୍ଟରନେଟ୍‌ରେ ନୂଆ ସେନ୍ସେସନ୍

ଗୌହାଟି: ପ୍ରତିଭା କେବେ ବି ଲୁଚି ରହେନା । କେବେ ନା କେବେ ସାମ୍ନାକୁ ଆସିଥାଏ । ବାସ୍‌..ଏକ ଖିଅ ଦରକାର । ମନୋବଳ ସୁଦୃଢ ଥିଲେ ପ୍ରତିଭା ହିଁ ଆପଣଙ୍କୁ ସମାଜରେ ଦେଇପାରେ ନୂଆ ପରିଚୟ । ନିକଟରେ ଗୌହାଟିର ଜଣେ ରେଷ୍ଟୁରାଣ୍ଟ ୱେଟର୍ ଚର୍ଚ୍ଚାକୁ ଆସିଛନ୍ତି । ହେଲେ କାହିଁକି ଓ କେମିତି ?…

ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଖାଦ୍ୟ ଖାଇ,୧୪୦ରୁ ଅଧିକ ଅସୁସ୍ଥ,୧ ମୃତ

ଗୌହାଟି:ଆସାମର କର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ବଣ୍ଟାଯାଇଥିବା ଖାଦ୍ୟ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଅଧିକ ଲୋକ୍ ଅସୁସ୍ଥ ହୋଇପଡିଛନ୍ତି ।  ଗତକାଲି ଦିଫୁ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନୀ ଅଧିବେଶନ ଲାଗି କାର୍ଯ୍ୟକ୍ରମ…

ସୁରକ୍ଷିତ ଫେରିଲେ ଓଡିଶା କ୍ରିକେଟର; ଅଶାନ୍ତ ଗୌହାଟୀରେ ବିତାଇଥିଲେ ୨ ଦିନ

ଭୁବନେଶ୍ୱର: ନାଗରିକତା ବିଲକୁ ବିରୋଧ କରି ଆସାମରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ ସେଠାରେ ଫସି ରହିଥିବା ଓଡିଶାର ଅଣ୍ଡର-୧୯ ଓ ଅଣ୍ଡର-୨୩ ବର୍ଗର କ୍ରିକେଟ୍ ଟିମ୍ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଣ୍ଡର-୨୩ ଟିମ୍ ମ୍ୟାଚ ଖେଳିଥିବା ବେଳେ ଅଣ୍ଡର-୧୯…