[ଦେଖନ୍ତୁ ଭିଡିଓ] ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ: ମାତୃ ଦିବସରେ ମାଆକୁ ସମ୍ମାନ
ଭୁବନେଶ୍ୱର: ମା’ ସେ ସର୍ବଂସହା । ସେ ଜନନୀ, ସେ ଜଗଧାତ୍ରୀ । ମା’ଠୁ ବଳି ଦୁନିଆରେ କିଛି ବି ନାହିଁ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ଥିଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର ଭଲପାଇବାର ନାହିଁ ତୁଳନା । ସେ ଅତୁଳନୀୟ ।
ଆଜି ମାତୃ ଦିବସ ।…