Latest Odisha News

BREAKING NEWS

Browsing Tag

Hathras Case

ହାଥରସ ମାମଲା: ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବେ CRPF‌ ଯବାନ

ୟୁପି: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାରକୁ ମିଳିଲା କଡା ସୁରକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକକ୍ରମେ ଏହି ସୁରକ୍ଷାକୁ ଆହୁରି କଡା କଡି କରାଯାଇଛି । ପୀଡିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ୮୦ ଜଣ ସିଆର୍‌ପିଏଫ୍ ଯବାନ ମୁତୟନ କରାଯାଇଛି । …

ହାଥରସ ପୀଡ଼ିତାଙ୍କ ଗାଁରେ ସିବିଆଇ ଟିମ୍, ଘଟଣାସ୍ଥଳରେ ସରଜମିନ ତଦନ୍ତ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପୀଡ଼ିତାଙ୍କ ଗାଁରେ ଆଜି ପହଞ୍ଚିଛି ସିବିଆଇ ଟିମ୍ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସକାଳେ ଗାଁରେ ପହଞ୍ଚିଛନ୍ତି । ଏହାପରେ ସେମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସରଜମିନ ତଦନ୍ତ ଚଳାଇଛନ୍ତି । ପୀଡ଼ିତାଙ୍କ ଭାଇଙ୍କୁ ବି…

ହାଇକୋର୍ଟରେ ହାଥରସ ମାମଲା ଶୁଣାଣି, ଲକ୍ଷ୍ନୌ ଯାଉଛନ୍ତି ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ: ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ହେବ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଶୁଣାଣି । ଜଷ୍ଟିସ ପଙ୍କଜ ମିତ୍ତଲ ଓ ଜଷ୍ଟିସ ରାଜନ ରାୟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜିର ଶୁଣାଣି ବେଳେ କୋର୍ଟରେ ହାଜର ହେବ ପୀଡ଼ିତାଙ୍କ ପରିବାର ଲୋକ । ସେମାନଙ୍କୁ…

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଲା ସିବିଆଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଇଛି ସିବିଆଇ । ଯୋଗୀ ସରକାର ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ୍ ଏଣ୍ଡ ଟ୍ରେନିଂ ବା ଡିଓପିଟିର ବିଜ୍ଞାପ୍ତି ପରେ ହାଥରସ ମାମଲାକୁ ନିଜ…