Latest Odisha News

BREAKING NEWS

Browsing Tag

Health & Family Welfare Minister

ମାସ୍କ ଦୁର୍ନୀତି: ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦଣ୍ଡ ଦେବେ ସରକାର

ଭୁବନେଶ୍ୱର: କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କୋଭିଡ୍ କେୟାର ହୋମରେ ମିଳିବ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି

ଭୁବନେଶ୍ୱର: କୋଭିଡ କେୟାର ହୋମରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟ କର୍ମୀ। ଆସନ୍ତା ତିନି ମାସ ପାଇଁ ଏହି ନିଯୁକ୍ତି ମିଳିବ। ମୋଟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ। ପ୍ରତ୍ୟେକ ପଂଚାୟତରେ ଥିବା କୋଭିଡ କେୟାର ହୋମରେ ଏହି ସ୍ୱାସ୍ଥ୍ୟକର୍ମୀ ଅର୍ଥାତ ଏଏନଏମଙ୍କୁ ନିଯୁକ୍ତି ନେଇ…

ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୧୧୯ କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଚାଲିଛି କରୋନା ଜନିତ ସୁସ୍ଥ ହାର । ଆଜି ଗୋଟିଏ ଦିନରେ ସକାଳେ ସର୍ବାଧିକ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏବେ ୧୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ହସ୍ପିଟାଲରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି ।…

ସକାଳେ ୭୬ ଆକ୍ରାନ୍ତ, ଅପରାହ୍ଣରେ ୭୯ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବା ବେଳେ ଅପରାହ୍ôଣରେ ଆସିଛି ଆଶ୍ୱସ୍ତିର ଖବର । ଆଜି ସୁସ୍ଥ ହୋଇଛନ୍ତି ଆଉ ୭୯ ଜଣ ଆକ୍ରାନ୍ତ । ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ…

ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଆକ୍ରାନ୍ତ

ଭୁବନେଶ୍ୱର: ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମରୁ ୨୦ଜଣ, କେନ୍ଦ୍ରାପଡାରୁ ୫ ଜଣ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ୍ୟ ହୋଇଛନ୍ତି । ସେହିପରି ନୟାଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ୍ୟ…

ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ‘ବଣ୍ଡ୍ ପଲିସି’ ପରିବର୍ତ୍ତନ କଲେ ସରକାର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ଓଡିଶା ସରକାର ଚିକିତ୍ସା ବଣ୍ଡ୍ ନୀତିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ ପିଜି ତଥା ସୁପର ସ୍ପେଶାଲିଷ୍ଟ ପାଠ୍ୟକ୍ରମ ସରିବା ପରେ ବାହାରକୁ ପଳାଇ ଯାଉଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ରୋକିବା ଲାଗି ଏଭଳି ସଂଶୋଧନ କରାଯାଇଥିବା ଜଣାପଡିଛି । ଯେଉଁ…