Latest Odisha News
Browsing Tag

Health

ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଲାଗି ବନ୍ଦ ହେଲା କୋଭିଡ୍ ଟିକାକରଣ ପଞ୍ଜିକରଣ

ନୂଆଦିଲ୍ଲୀ: ଆଉ କରୋନା ଟିକା ପାଇଁ ପଞ୍ଜିକରଣ କରି ପାରିବେନି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧା । ଶନିବାର କେନ୍ଦ୍ର ସରକାର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି । ନ୍ୟାସନାଲ୍ ଏକ୍ସପୋର୍ଟ ଗ୍ରୁପ୍ ଫର୍ ଭ୍ୟାକ୍ସିନ୍ ଆଡମିନଷ୍ଟ୍ରେସନର ସୁପାରିସ୍ କ୍ରମେ…

ଅମୃତଭଣ୍ଡାରେ ଭରି ରହିଛି ଏହିସବୁ ଅଦ୍ଭୁତ ଚମତ୍କାରୀତା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। କରୋନାର ଏହି ଜଟିଳ ପରିସ୍ଥିତିରେ ଆମ ଶରୀରକୁ ଭିଟାମିନର ଆବଶ୍ୟକତା ଅନେକ ରହିଛି । ଅମୃତଭଣ୍ଡା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ…

ଶୀଘ୍ର ଉଠନ୍ତୁ, ସୁସ୍ଥ ରୁହନ୍ତୁ ଓ ସଫଳ ହୁଅନ୍ତୁ…

ଭୁବନେଶ୍ୱର: କଥାରେ ଅଛି ଯେଉଁମାନେ ସଅଳ ଶୁଅନ୍ତି ଓ ସଅଳ ଶଯ୍ୟାତ୍ୟାଗ କରିଥାଆନ୍ତି, ସେମାନେ ସ୍ଵାସ୍ଥ୍ୟ, ଧନ ଓ ଜ୍ଞାନବାନ ହୋଇଥାଆନ୍ତି । ଆଜିର ବ୍ୟସ୍ତ ବହୁଳ ଜୀବନରେ ସବୁକିଛି ଏପଟ ସେପଟ ହୋଇ ଯାଉଛି । ପ୍ରାୟତଃ ଅଧିକାଂଶ ଲୋକ ପ୍ରାତଃ କାଳରେ ଶଯ୍ୟତ୍ୟାଗ କରୁନାହାନ୍ତି । ସେମାନେ…

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଅନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି କିଡ୍‌ନୀ । ଏହା ଶରୀରରେ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଠି ସହିତ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ତଥା ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ଏହା ସାହାଯ୍ୟ କରିଥାଏ । କିନ୍ତୁ…

ତ୍ୱଚାରେ ଚମକ ଆଣେ ଗୁଡ

ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏକ ପରୀକ୍ଷା ଅନୁସାରେ ନିୟମିତ ଭାବେ ୭ଦିନ ଭୋଜନ ପରେ ଗୁଡ଼ ଖାଇଲେ ହିଁ ଏହାର ଉତ୍ତମ ପ୍ରଭାବ…

ଜାଣନ୍ତୁ, ଗୁଜୁରାତିରେ ରହିଛି କେଉଁସବୁ ଔଷଧୀୟ ଗୁଣ…

ଭୁବନେଶ୍ୱର : ସାଧାରଣତଃ ଆମେ ଗୁଜୁରାତିକୁ ଖାଦ୍ୟର ସ୍ୱାଦ ବଢାଇବା ତଥା ସୁଗନ୍ଧିତ କରିବାକୁ ବ୍ୟବହାର କରିଥାଉ । ଏପରିକି ମାଉଥ୍ ଫ୍ରେସନର ଭାବେ ମଧ୍ୟ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଗୁଜୁରାତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ । ଜାଣନ୍ତୁ, ଏହାର ଔଷଧୀୟ ଗୁଣ…