Latest Odisha News
Browsing Tag

Health

ଖରାକୁ ବାହାରିଲେ ଆପଣଙ୍କ ମେକ୍‌ଅପ୍‌ ଖରାପ ହୋଇଯାଉଛି କି ?  

ବଢ଼ିଲାଣି ତାତି । ଖରାଦିନରେ ମହିଳାମାନେ ମେକ୍‌ଅପ୍‌କୁ ନେଇ ଚିନ୍ତାରେ ଅଛନ୍ତି । ଏହାର କାରଣ ହେଲା ଗରମରେ ଶରୀରରୁ ଝାଳନିର୍ଗତ ହୋଇଥାଏ । ଫଳରେ ସମସ୍ତ ମେକଅପ୍‌ ଧୋଇଯାଇଥାଏ  । ମେକ୍‌ଅପ୍‌ ଖରାପ ହୋଇଯିବାକୁ ନେଇ ଅନେକ ମହିଳା ଅସନ୍ତୋଷ ହୋଇଥାଆନ୍ତି । ତେଣୁ ଏଭଳି ଗରମରେ ବି…

ଚା’ ସହ ପରଟା ଖାଉଛନ୍ତି କି ! ଶରୀରରେ ସୃଷ୍ଟି ହୋଇପାରେ ଅନେକ ସମସ୍ୟା…

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମାତ୍ର ଭୁଲ ଖାଦ୍ୟପେୟ ଦ୍ୱାରା ସ୍ୱାସ୍ଥ୍ୟ…

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରେ ଭେଣ୍ଡି….

ବର୍ତ୍ତମାନର ଜୀବନଶୈଳୀରେ ବ୍ୟସ୍ତତା ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇବା ସହ ଅନେକ ରୋଗର କାରଣ ପାଲଟିଥାଏ। ଫଳରେ ମୋଟାପଣ, ମଧୁମେହ, ହୃଦୟ ରୋଗ, ଷ୍ଟ୍ରୋକ୍‌‌, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଭୁଲ ଖାଦ୍ୟପେୟ କାରଣରୁ ଶରୀରରେ କୋଲେଷ୍ଟେରୋଲ୍‌‌ ଅଧିକ…

କେଶ ପାଇଁ ସୋରିଷ ତେଲ ମାସ୍କ…

ସମସ୍ତେ ଶୁଷ୍କ କେଶ ପାଇଁ ଚିନ୍ତିତ । କେଶ କିପରି ମଜଭୁତ ରହିବା ସଙ୍ଗେ ସଙ୍ଗେ ଘନ ଓ ସୁନ୍ଦର ଦିଶିବ ସେନେଇ ସମସ୍ତେ ତତ୍ପର ।  ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ…

୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ଜମାଟ ବାନ୍ଧିପାରେ ରକ୍ତ

୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ଜମାଟ ବାନ୍ଧିପାରେ ରକ୍ତ । ଏକ ରିସର୍ଚ୍ଚରୁ ବଡ଼ ଖୁଲାସା । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଟିଭି ସମସ୍ତଙ୍କ ନିଶା । ଟିଭି ଦେଖିବାକୁ କିଏ ବା ଭଲ ନ ପାଏ । ଅଧିକ ସମୟ ଟିଭି ଦେଖିବା କ୍ଷତିକାରକ ଜାଣି ବି ଅଧିକାଂଶ ଲୋକଙ୍କୁ ଟିଭି ଦେଖିବା ଯେପରି ନିଶା…

ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍‌ କି ନୁହେଁ ?

ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ସମୟ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା…

ଚେହେରାରେ ଚମକ ଭରିଦେବ କାକୁଡ଼ି…

ଅନେକ ଦୃଷ୍ଟିରୁ କାକୁଡ଼ି ସ୍ୱାସ୍ଥ୍ୟପାଇଁ ଲାଭଦାୟକ । କେବଳ ସ୍ବାଦ ପାଇଁ ନୁହେଁ, ବରଂ ତ୍ବଚା ପାଇଁ ବି ଏହା ଖୁବ୍ ଉପକାରୀ। ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିପାରେ କାକୁଡ଼ି । କାକୁଡ଼ି ଆପଣଙ୍କ ତ୍ବଚାକୁ ଯୁବା ଦିଶିବାରେ ସାହାଯ୍ୟ କରିଥାଏ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ…

ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ହୃଦ୍‌ରୋଗ ଦୂର କରେ ଟମାଟୋ…

ସ୍ୱାସ୍ଥ୍ୟପାଇଁ ଖୁବ୍‌ ଲାଭଦାୟକ ଟମାଟୋ । ଟମାଟୋରେ ରହିଛି ଭରପୂର ଔଷଧିୟ ଗୁଣ । ରୋଷେଇଠୁ ଆରମ୍ଭ କରି ଆମେ ତ୍ୱଚା ପାଇଁ ବ୍ୟବହାର କରିଥାଉ ଟମାଟୋ  । କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ ଆଉ କିଛି ଲୋକ ଏହାକୁ ସୁପ୍ କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି।…

ଚା’ ସହ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ…

କିଛି ଲୋକଙ୍କର ଚା’ କପେ ରେ ଦିନ ଆରମ୍ଭ ହୋଇନଥାଏ  । ସମସ୍ତେ ସକାଳୁ ସକାଳୁ ଗରମ ଚା' ପିଇବାକୁ ପସନ୍ଦ କରନ୍ତି । କିଛି ଲୋକ ସକାଳେ ବିଛଣା ଛାଡିବା ପୂର୍ବରୁ ଚା ପିଇବାକୁ ପସନ୍ଦ କରିଥାନ୍ତି। ଅର୍ଥାତ ସେମାନେ ସକାଳେ ଖାଲି ପେଟରେ ଚା ପିଇବା ପରେ ଦିନାଚାର୍ଯ୍ୟ ଆରମ୍ଭ କରିଥାନ୍ତି । ଏବେ…

ଫ୍ରିଜ୍‌ରେ ଏହି ସବୁ ଜିନିଷ ରଖୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ…

ପନିପରିବା ସତେଜ ରହିବା ପାଇଁ ଅଧିକାଂଶ ଲୋକେ ଫ୍ରିଜରେ ରଖିଥାଆନ୍ତି । ବିଶେଷ କରି ଖରାଦିନେ ଫ୍ରିଜ୍‌ରେ ପନିପରିବା ସହିତ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ରଖିଥାଆନ୍ତି ଲୋକେ । ହେଲେ ଏପରି କେତେକ ଜିନିଷ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି । ଗବେଷକଙ୍କ କହିବା…