ଫେରିଲା ତାତି, ୪୦ ଡିଗ୍ରୀ ଉପରେ ରାଜ୍ୟର ୩ ସହର
ଭୁବନେଶ୍ବର : କିଛି ଦିନର ତାତିରୁ ଆଶ୍ବସ୍ତି ମିଳିବା ପରେ ଆଜି ପୁଣି ବଢ଼ିଲା ପାରଦ । ତାତି ବଢ଼ିବା ସହ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…