Latest Odisha News

BREAKING NEWS

Browsing Tag

Heatwave

ସର୍ବାଧିକ ୪୫.୫ ଡିଗ୍ରୀରେ ତାତିଲା ଟିଟିଲାଗଡ଼; ୫ଟି ଜିଲ୍ଲା ଲାଗି ସତର୍କ ସୂଚନା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ତତଲା ସହର ଭାବେ ପରିଚିତ ଥିବା ଟିଟିଲାଗଡ଼ ଆଜି ମଧ୍ୟ ଲଗାତର ଦ୍ୱିତୀୟ ଦିନ ଲାଗି ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି । ଟିଟିଲାଗଡ଼ରେ ଶନିବାର ଦିନ ସର୍ବାଧିକ ତାପମାତ୍ରା ରହିଥିଲା ୪୫.୫ ଡିଗ୍ରୀ ସେଲସିୟସ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)…

୪୦ ଡିଗ୍ରୀ ଟପିଲା ରାଜ୍ୟର ୧୧ଟି ସହରର ତାପମାତ୍ରା, ବଢିବ ତାତି

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଥିବାବେଳ ଆଗାମୀ ୪ରୁ ୫ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ଓଡିଶାର ପାଖାପାଖି ୧୧ଟି ସହରର ତାପମାତ୍ରା ୪୦…

ଜଳୁଛି ସାରା ଓଡିଶା, ୨୪ ଘଣ୍ଟା ପରେ ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଆଗାମୀ ୨୪ ଘଣ୍ଟା ପରେ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆଗାମୀ ୨୪ ଘଣ୍ଟା ପରେ…