Latest Odisha News

BREAKING NEWS

Browsing Tag

Heatwave

ଆଉ ୫ ଦିନ କାଳବୈଶାଖୀ, ଏବେ ତାତି ଓ ଗୁଳୁଗୁଳିରୁ ମିଳିବନି ଆଶ୍ୱସ୍ତି

ଭୁବନେଶ୍ୱର: ତାତିରୁ ମିଳିବନି ତ୍ରାହି । ଲାଗି ରହିବ କାଳବୈଶାଖୀ । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ କାଳବୈଶାଖୀ ଅନୁଭୂତ ହେବ । କାଳବୈଶାଖୀ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା…

୫ ଦିନ ଯାଏ କାଳବୈଶାଖୀ, ୪୨ ଡିଗ୍ରୀ ଉପରେ ରହିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଏଥିସହ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । https://twitter.com/mcbbsr/status/1659858927092383744 ଆଗାମୀ…

ଆଗାମୀ ୫ ବର୍ଷରେ ରେକର୍ଡ ଭାଙ୍ଗିବ ତାତି, ଚେତାଇଲା ଡବ୍ଲୁଏମ୍ଓ

ନୂଆଦିଲ୍ଲୀ: ୨୦୨୩ରୁ ୨୦୨୭, ତାତିରୁ ମିଳିବନି ତ୍ରାହି । ବଢ଼ିବ ପାରଦ ବଢ଼ିବ ତାତି । ଏବେ ଭାରତ ସହ ବିଶ୍ୱର ଅନେକ ଦେଶରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବର୍ଷକୁ ବର୍ଷ ତାପମାତ୍ରା ମଧ୍ୟ ବଢ଼ି ଚାଲିଛି । ଡବ୍ଲୁଏମ୍ଓ (ୱାର୍ଲ୍ଡ ମେଟ୍ରୋଲୋଜିକାଲ୍ ଅର୍ଗାନାଇଜେସନ୍) ଅନୁସାରେ, ୨୦୨୩ରୁ…

୧୪ ସ୍ଥାନରେ ୪୦ ଉପରେ ପାରଦ, କାଲିଠୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି । କାଲିଠୁ ରାଜ୍ୟରେ ହିଟ୍ ୱେଭ୍ ନେଇ ୧୭ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

୧୫ରୁ ହିଟୱେଭ୍, ପଶ୍ଚିମ ଓଡ଼ିଶାରେ ବର୍ଷିବ ନିଆଁ

ଭୁବନେଶ୍ୱର: ରାଜ୍ୟରେ ପୁଣି ବହିବ ଝାଞ୍ଜି ପବନ । ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ । ହିଟୱେଭ୍ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ଏବେ ତାତିରୁ ନାହିଁ ଆଶ୍ୱସ୍ତି, ୧୬ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ତାତିରୁ ମିଳିବନି ଆଶ୍ୱସ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆହୁରି ସନ୍ତୁଳି ହେବ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତାମିଲନାଡ଼ୁ, ପୁଡୁଚେରୀ ଓ କରାକଲ ସହ ଦକ୍ଷିଣପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର…

ତିନି ଦିନ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟକୁ ଫେରିଛି ତାତି । ଗ୍ରୀଷ୍ମ ଲହରି ଜାରି ରହିଛି । ଆଗାମୀ ତିନି ଦିନ ଆହୁରି ତାତିବ ଓଡ଼ିଶା । ରାଜ୍ୟରେ ବଢ଼ିବ ପାରଦ । ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ: ରେକର୍ଡ ଭାଙ୍ଗିଲା ଆଜିର ତାପମାତ୍ରା

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ଓଡ଼ିଶା । ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି ତାତି। ଆଜି ଚଳିତ ବର୍ଷର ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ…

ରାଜ୍ୟରେ ୩ ଦିନ ଗ୍ରୀଷ୍ମ ଲହରି, ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଡେଉଁଛି ପାରଦ । ବଢ଼ୁଛି ତାତି । ଖରା ଅସ୍ତବ୍ୟସ୍ତ କଲାଣି । ଗ୍ରୀଷ୍ମ ଲହରି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଆଜିଠୁ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିବ ତାତି । ହିଟୱେଭ୍ ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ…

ରାଜ୍ୟରେ ବଢୁଛି ଖରା ପ୍ରକୋପ : ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ

 ଭୁବନେଶ୍ୱର:  ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିବା ବେଳେ ୪୦ ଡେଇଁଲାଣି ପାରଦ । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ । ୪୦ ଦଶମିକ ୮ ଡିଗ୍ରୀ ସହ ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । କଟକର ସର୍ବାଧିକ ତାପମାତ୍ରା ଗତକାଲି ୩୭.୪ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଓ…