Latest Odisha News

BREAKING NEWS

Browsing Tag

Helmet

ହେଲମେଟ ଚେକିଂ: ଗୋଟିଏ ଦିନରେ 2073 ଚାଲାଣ ଜାରି , 400 ଡିଏଲ୍ ସ୍ଥଗିତ

କଟକ:  ଜାତୀୟ ତଥା ରାଜ୍ୟ ରାଜପଥରେ ହେଲମେଟ ନପିନ୍ଧି  ଦୁଇଚକିଆ ଯାନ ଚଳାଚଳ ବିରୁଦ୍ଧରେ ଚାଲିଛି ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ । ବିନା ହେଲମେଟ ପାଇଁ ଗତ 24 ଘଣ୍ଟା ମଧ୍ୟରେ ମୋଟ 2073 ଇ-ଚାଲାଣ ଜାରି କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ପାଇଁ ମୋଟ 77 ଟି ଗାଡି ଜବତ…

ହେଲମେଟ ଫିତା ଲାଗି ନଥିଲେ ହଜାରେ ଟଙ୍କା ଜରିମନା

ଭୁବନେଶ୍ୱର: ମୋଟର ଯାନ ଆକ୍ଟ- ୨୦୧୯ରେ ଆସିଥିବା ଜରିମନା ନିୟମକୁ ଗ୍ରହଣ କରିବା ସାଧାରଣ ଲୋକଙ୍କ ପକ୍ଷେ ଭାରି କଷ୍ଟକର ହୋଇପଡ଼ିଥିଲା । ଏବେ ସେଥରେ କିଛି ଉନ୍ନତି ଆସିଛି । ପୂର୍ବରୁ ହେଲମେଟ ପିନ୍ଧି ନଥିଲେ ୧ ହଜାର ଟଙ୍କା ଜରିମନା ପାଇଁ ଚାଲାଣ କଟୁଥିଲା । ଏବେ ହେଲମେଟର ସଠିକ୍ ବ୍ୟବହାରକୁ…

ବାଇକ ପଛରେ ବସିଥିବା ଲୋକଙ୍କ ପାଇଁ ମଧ୍ୟ ହେଲ୍‌ମେଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିଯମ ନ ମାନିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ବିପଦ ଓ ଜରିମାନାକୁ ଏଡ଼ାଇବା ଲାଗି ସତର୍କ ହେବାକୁ ପରାମର୍ଶ ।…

[ଭିଡିଓ] ମୁଣ୍ଡରେ ନଥିଲା ହେଲମେଟ୍‌, ବର୍ବରତାର ସୀମା ଡେଇଁଲା ପୋଲିସ !

ଉତ୍ତରାଖଣ୍ଡ: ହେଲମେଟ ନ ପିନ୍ଧିବା ଜଣେ ଯୁବକଙ୍କୁୁ ମହଙ୍ଗା ପଡିଛି । ଦଣ୍ଡ ସ୍ୱରୂପ ଚାଲାଣ କି ଜେଲ ଦଣ୍ଡାଦେଶ ନୁହେଁ ଯୁବକଙ୍କଙ୍କ ମୁଣ୍ଡରେ ଚାବି ପଶେଇଲା ପୋଲିସ । ଉତ୍ତରାଖଣ୍ଡର ରୁଦ୍ରପୁରରେ ସାମ୍ନାକୁ ଆସିଛି ପୋଲିସର ବର୍ବବରତା । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ସୋମବାର ରାତି…

ବିନା ହେଲମେଟରେ ଗାଡି ଚାଳନା; ତଣ୍ଡ ଗଣିଲେ ଏହି ଓଡିଆ ଅଭିନେତା

ଭୁବନେଶ୍ୱର: ନୂଆ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଗତ ବୁଧବାର ଦିନ ବିନା ହେଲମେଟରେ ଗାଡି ଚଳାଇ ପ୍ରାୟ ୧୦୦୦ଟଙ୍କା ଜୋରିମାନା ଭରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଓରଫ୍ ତନ୍ମୟ ମହାନ୍ତି । ସେ ହେଲମେଟ୍ ନପିନ୍ଧି ଏକୁଟିଆ ବାଇକ୍ ଚଳାଉଥିବା ବେଳେ କଳିଙ୍ଗ ନଗରରେ ଥିବା…