କିଡନୀ ଠକ ହିମାଂଶୁକୁ ତିନି ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୋଲିସ
ଭୁବନେଶ୍ୱର: ରିମାଣ୍ଡ ପରେ ରିମାଣ୍ଡ । ଜଣଙ୍କର ସରିଲେ ଆଉ ଜଣେ ନେଉଛି । ଭୁବନେଶ୍ୱରରୁ ଗିରଫ କିଡନୀ ଠକ ହିମାଂଶୁ ନନ୍ଦକୁ ଆଜିଠୁ ତିନି ଦିନିଆରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ତରାଜ୍ୟ କିଡନୀ ଠକେଇ ରାକେଟରେ ତାକୁ ଜେରା କରାଯିବ । ସତ ଉଗାରିବ କିଙ୍ଗପିନ୍ ହିମାଂଶୁ ନନ୍ଦ…