Latest Odisha News
Browsing Tag

Hindi

ଅଜୟ କହିଲେ ହିନ୍ଦୀ ଆମ ରାଷ୍ଟ୍ରଭାଷା, ଟ୍ୱିଟରଟି ପଢ଼େଇଲେ ପାଠ

ଭୁବନେଶ୍ବର: ‘ଟ୍ୱିଟରଟି’ ବୁଧବାର ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କୁ ବଢ଼ିଆ ପାଠ ପଢ଼େଇଛନ୍ତି । ଅଜୟ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କୁ ବୁଝାଉଥିଲେ ଯେ, ହିନ୍ଦୀ ଆମ ମାତୃଭାଷା ଏବଂ ରାଷ୍ଟ୍ର ଭାଷା । ଏହା ଥିଲା ଏବଂ ରହିବ । କିଚ୍ଚା ସୁଦୀପ ଏକ ସାକ୍ଷାତକାରରେ କହିଥିଲେ, ହିନ୍ଦୀ ଆଉ…

ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଅମିତ ଶାହାଙ୍କ ଆହ୍ୱାନ ହେଉଛି ସାଂସ୍କୃତିକ ଆତଙ୍କବାଦ: ଅଧୀର ରଂଜନ ଚୌଧୁରୀ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଆହ୍ୱାନ କରିବା ପରେ ବିଭିନ୍ନ ମହଲରୁ କଡା ସମାଲୋଚନା ଦେଖିବାକୁମିଳିଛି। ଶନିବାର ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏହାକୁ ଆତଙ୍କବାଦ କହିଛନ୍ତି।ସେ କହିଛନ୍ତି ଯେ, ଏଭଳି ଆହ୍ୱାନ …

ହିନ୍ଦୀ ଜାତୀୟ ଭାଷା ନୁହେଁ କି ସଂଯୋଗୀକରଣ ଭାଷା ମଧ୍ୟ ନୁହେଁ: ସିଦ୍ଧାରମେୟା

ବେଙ୍ଗାଲୁରୁ: ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାଷା ରୂପେ ବ୍ୟବହାର କରାଯାଉ । ଗୃହମନ୍ତ୍ରୀ ଅମିତ ଶାହା ଏହି ମନ୍ତବ୍ୟ ଦେବା ପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଦେଶ ସାରାରୁ ବିରୋଧୀ ସମାଲୋଚନା ତ କରିଛନ୍ତି । ଭାଷାବିତ୍ ମାନେ ମଧ୍ୟ କଟୁ ସମାଲୋଚନା କରିଛନ୍ତି । ସେପଟେ…