Latest Odisha News
Browsing Tag

hockey india league

ପୁରୁଷ ହକି ଇଣ୍ଡିଆ ଲିଗ୍ ୨୦୨୪-୨୫: ବେଙ୍ଗଲ ଟାଇଗର୍ସ ଚାମ୍ପିୟନ

ରାଉରକେଲା: ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ । ଶନିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ଫାଇନାଲ ଫାଇଟରେ ହାଇଦ୍ରାବାଦ ତୁଫାନ୍ସକୁ ୪-୩ ଗୋଲରେ ପରାସ୍ତ କରି…

ହକି ଇଣ୍ଡିଆ ଲିଗ୍: ଆଜି ଟାଇଗର୍ସ- ତୁଫାନ୍ସ ଫାଇନାଲ ଫାଇଟ୍

ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଫାଇନାଲ ଲଢେଇ । ଶ୍ରାଚୀ ରା'ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ରାତି ୮ଟା୧୫ ମିନିଟରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଅପରାହ୍ନ ୫ଟା୪୫ରେ ୩ୟ…

ହକି ଇଣ୍ଡିଆ ଲିଗ୍: ଆଜି ସେମିଫାଇନାଲ ଫାଇଟ୍; ବେଙ୍ଗଲ ବନାମ ଡ୍ରାଗନ୍ସ, ସୁରୁମା ବନାମ ତୁଫାନ୍ସ

ରାଉରକେଲା: ଆଜି ପୁରୁଷ ହକି ଇଣ୍ଡିଆ ଲିଗର ସେମିଫାଇନାଲ ମୁକାବିଲା । ପ୍ରଥମ ସେମିଫାଇନାଲ ମ୍ୟାଚରେ ବେଙ୍ଗଲ ଟାଇଗର୍ସକୁ ଭେଟିବ ଅମିତ ରୋହିଦାସଙ୍କ ଦଳ ତାମିଲନାଡ଼ୁ ଡ୍ରାଗନ୍ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୬ଟା ବେଳେ ଖେଳାଯିବ ପ୍ରଥମ ମ୍ୟାଚ ଓ ଦ୍ବିତୀୟ ସେମିଫାଇନାଲ…

ମହିଳା ହକି ଇଣ୍ଡିଆ ଲିଗ୍ :ଆଜି ଫାଇନାଲ ଫାଇଟ୍ , ଓଡିଶା ଓ୍ବାରିୟର୍ସ ବନାମ ସୁରମା ହକି କ୍ଲବ

ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଆଜି ଫାଇନାଲ ଲଢେଇ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସକୁ ଭେଟିବ ସୁରମା ହକି କ୍ଲବ । ଆଜି ସନ୍ଧ୍ୟା ୬ଟାରେ ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଖେଳାଯିବ । ସିଧାପ୍ରସାରଣ ଡିଡି ସ୍ପୋର୍ଟ୍ସ, ସୋନୀ ସ୍ପୋର୍ଟ୍ସ…

ହକି ଇଣ୍ଡିଆ ଲିଗ୍ : କ୍ରମାଗତ ୨ୟ ବିଜୟ ପରେ ଘରୋଇ ଦଳ କଳିଙ୍ଗର ପଏଣ୍ଟ ଟେବୁଲରେ ୩ୟ ସ୍ଥାନ ହାସଲ

ରାଉରକେଲା: ହକି ଇଣ୍ଡିଆ ଲିଗରେ ଘରୋଇ ଦଳର ଦବଦବା । କ୍ରମାଗତ ୨ୟ ବଜୟ ପରେ ପଏଣ୍ଟ ଟେବୁଲର ୩ୟ ସ୍ଥାନ ହାସଲ କରିଛି ବେଦାନ୍ତ କଳିଙ୍ଗ ଲାନସର୍ସ । ଗୁରୁବାର ଦିନ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗୋନାସିକା ବିପକ୍ଷରେ ନିଜର ପଞ୍ଚମ ମ୍ୟାଚ ଖେଳିଛି କଳିଙ୍ଗ ଲାନସର୍ସ । ମ୍ୟାଚ…

ହକି ଇଣ୍ଡିଆ ଲିଗ୍ ୨୦୨୪-୨୫: ପୁରୁଷ ବର୍ଗ ବିଜେତାଙ୍କୁ ୩କୋଟି, ମହିଳାଙ୍କୁ ୧.୫କୋଟି

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ଓ ରାଞ୍ଚିରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫। ତେବେ ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗରେ ମୋଟ ପୁରସ୍କାର ରାଶି ୧୦କୋଟି ବୋଲି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର…

ହକି ଇଣ୍ଡିଆ ଲିଗ୍: ଡ୍ରାଗନ୍ସ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ କଳିଙ୍ଗ

ରାଉରକେଲା: ହକି ଇଣ୍ଡିଆ ଲିଗରେ ଆଜି ନିଜର ୨ୟ ମ୍ୟାଚ ଖେଳିବାକୁ ଯାଉଛି ଘରୋଇଦଳ କଳିଙ୍ଗ ଲାନସର୍ସ । ତାମିଲନାଡୁ ଡ୍ରାଗନ୍ସକୁ ଘରୋଇ ଗ୍ରାଉଣ୍ଡ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭେଟିବ । ଲିଗ୍ ର ପ୍ରଥମ ମ୍ୟାଚରେ ୟୁପି ରୁଦ୍ରସ ଠାରୁ ପରାଜୟ ପରେ କଳିଙ୍ଗ ଆଜି ନିଜର ପ୍ରଥମ ବିଜୟ ଆଶାରେ…

ହକି ଇଣ୍ଡିଆ ଲିଗ୍: ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ

ରାଉରକେଲା:ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌। ତେବେ ଆଜି ହେଉଛି ଏହି ଲିଗ୍ ର ତୃତୀୟ ଦିନ । ତେବେ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ ଆଜି ଖେଳିବ ଏହି ଲିଗ୍ ର ପ୍ରଥମ ମ୍ୟାଚ । ୟୁପି ରୁଦ୍ରସକୁ ସନ୍ଧ୍ୟା…