Latest Odisha News

BREAKING NEWS

Browsing Tag

Hollywood

ହଲିଉଡକୁ “ବ୍ୟାଟମ୍ୟାନ୍‌” ରିଟର୍ଣ୍ଣ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବ୍ୟାଟମ୍ୟାନ୍ ଫ୍ୟାନଙ୍କ ପାଇଁ ଖୁସି ଖବର । ହଲିଉଡକୁ ଫେରୁଛି ବ୍ୟାଟମ୍ୟାନ୍ । ଆଉ, ବଡ କଥା ହେଉଛି ହଲିଉଡ୍ ସ୍କ୍ରିନରେ ପୁଣି ଦେଖାଦେବେ ପୁରୁଣା ବ୍ୟାଟମ୍ୟାନ । ଅର୍ଥାତ୍ ପୁଣି ଫେରୁଛନ୍ତି ବ୍ୟାଟମ୍ୟାନ୍ ବେନ୍ ଆଫଲେକ୍ । ହଲିଉଡ୍‌ର ଲୋକପ୍ରିୟ ସିରିଜ୍…

ଶ୍ରୀଦେବୀଙ୍କ ୨୪ତମ ବିବାହ ବାର୍ଷିକୀର ସ୍ମୃତିଚାରଣ କଲେ ଝିଅ ଜାହ୍ନବୀ

ମୁମ୍ବାଇ: ଶ୍ରୀଦେବୀ ତନୟା ଜାହ୍ନବୀ କପୁର ତାଙ୍କ ମା’ଙ୍କୁ ଖୁବ୍ ମନେ ପକାଇଛନ୍ତି । ଶ୍ରୀଦେବୀ ଆଜି ଥିଲେ ପାଳନ କରିଥାଆନ୍ତେ ୨୪ ତମ ବିବାହ ବାର୍ଷିକୀ । ଯଦି ଶ୍ରୀଦେବୀ ବଞ୍ଚି ରହିଥାନ୍ତେ ତେବେ କିପରି ଆଜି ଦିନଟିକୁ ପାଳି ଥାଆନ୍ତେ ସେହି କଥାକୁ ମନେ ପକେଇଛନ୍ତି ଅଲିଅଳି ଝିଅ ଜାହ୍ନବୀ ।…

ଅନଲାଇନ ରିଲିଜ ହେଲା ‘ଆଭେଞ୍ଜରର୍ସ ଏଣ୍ଡଗେମ’

ମୁମ୍ବାଇ: ଫିଲ୍ମ ‘ଅବତାର’କୁ ପଛରେ ପକାଇ ଆଭେଞ୍ଜରର୍ସ ଏଣ୍ଡଗେମ୍‌ ନିକଟରେ ଗ୍ଲୋବାଲ ବକ୍ସ ଅଫିସ ଆୟରେ ନଂ୧ ସ୍ଥାନରେ ପହଞ୍ଚିଯାଇଛି। ଏହି ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଅନେକ ଶୋ ହାଉସଫୁଲ ହୋଇଯାଇଥିଲା। ଏବେ ପୁଣି ଦର୍ଶକଙ୍କ ମନ ଜିଣିବାକୁ ଆଭେଞ୍ଜର୍ସ ଅନଲାଇନରେ ରିଲିଜ ହୋଇଛି।…

ହଲିଉଡ୍‌ ଫିଲ୍ମରେ କପିଲଙ୍କ ଭଏସ

ମୁମ୍ୱାଇ: ନିର୍ମାଣ ଅପେକ୍ଷାରର ଅଛି ହଲିଉଡ଼ର ଆନିମେଶନ୍ ଫିଲ୍ମ ଆଙ୍ଗ୍ରି ବାର୍ଡ୍‌-୨’। ତିନି ବର୍ଷ ପୂର୍ବରୁ ଏହାର ପ୍ରଥମ ଭାଗ ଆଙ୍ଗ୍ରି ବାର୍ଡ୍‌ ତିଆରି କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନର ମୁଖ୍ୟ ଚରିତ୍ରରେ ଥିବା ରେଡ୍‌ ପାଇଁ ଭଏସ…

ହଲିଉଡ଼ ସିନେମା ଆଭେଞ୍ଜର୍ସ ଏଣ୍ଡଗେମରେ ଓଡିଆ ଝିଅ

ଭୁବନେଶ୍ୱର : ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ହଲିଉଡ଼ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ୍’ ଦର୍ଶକଙ୍କ ମହଲରେ ଖୁବ୍ ପପୁଲାର୍ ହୋଇପାରିଥିବା ବେଳେ ଏଥିରେ ଜଣେ ଓଡିଆ ଝିଅଙ୍କ ଅବଦାନ ମଧ୍ୟ ରହିଛି । ସେହି ଓଡିଆ ଝିଅ ଜଣଙ୍କ ହେଉଛନ୍ତି ମୀତା ଦାସ । ଯିଏକି ଭିଏଫ୍ଏକ୍ସ (ଭିଜୁଆଲ୍ ଇଫେକ୍ଟସ୍)…